ବିଜେପିକୁ ହରାଇବାକୁ ବିରୋଧୀଙ୍କ ୱାନ୍ ଇଜ୍ ଟୁ ୱାନ୍ ଫର୍ମୁଲା କେତେ ସଫଳ ହେବ
2024ରେ ବିଜେପିକୁ ହରାଇବାକୁ ବିରୋଧୀ ଏକାଠି ହେଉଛନ୍ତି। ପୂର୍ବରୁ ପଶ୍ଚିମ ଓ ଉତ୍ତରରୁ ଦକ୍ଷୀଣ, ଚାରିଦିଗରେ ଚାଲିଛି ମେଳି। ବିଜେପିରୁ ବାହାରି ମୋଦି ଓ ଶାହଙ୍କ ବିରୋଧର ମୋର୍ଚ୍ଚା ଖୋଲିଥିବା ସତ୍ୟପାଲ ମଲ୍ଲିକ ମଧ୍ୟ ଘୋଷଣା କରି ସାରିଛନ୍ତି ଯେ,ଯଦି 2024ରେ ବିଜେପି ବିରୋଧରେ ବିରୋଧୀ ଦଳ ୱାନ୍ ଇଜ ଟୁ ୱାନ୍ ଲଢେଇ ହୁଏ ତେବେ ବିଜେପି ହାରିବା ଥୟ। ନୀତିଶ ଓ ମମତାଙ୍କ ଭେଟଘାଟ୍ ହେଉ କି ଚନ୍ଦ୍ରଶେଖର ରାଓଙ୍କ ବିରୋଧୀ ଏକତା ପାଇଁ …
ବିଜେପିକୁ ହରାଇବାକୁ ବିରୋଧୀଙ୍କ ୱାନ୍ ଇଜ୍ ଟୁ ୱାନ୍ ଫର୍ମୁଲା କେତେ ସଫଳ ହେବ Read More »