india pakistan faceoff

pak pm, imran khan, indian missile attack on pakistan, indian missile hit pak, odia blog, rising odisha

ପାକିସ୍ତାନରେ ଭାରତୀୟ କ୍ଷେପଣାସ୍ତ୍ର : ଇସଲାମାବାଦ ମିଳିତ ଯାଂଚ ପାଇଁ କଲା ଦାବି

ଭୂଲବଶତଃ ପାକିସ୍ତାନରେ ପଡିଥିବା ଭାରତୀୟ କ୍ଷେପଣାସ୍ତ୍ରକୁ ନେଇ ଇସଲାମାବାଦ ତରଫରୁ କଠୋର ପ୍ରତିକ୍ରିୟା ଆସିଛି । ଭାରତୀୟ ପ୍ରତିରକ୍ଷା ମନ୍ତ୍ରଣାଳୟ ତରଫରୁ ଏନେଇ ଦୁଃଖପ୍ରକାଶ କରାଯାଇଥିଲେ ମଧ୍ୟ ପାକିସ୍ତାନ ଏହାକୁ ସହଜରେ ନେଇ ନାହିଁ । ପାକିସ୍ତାନ ଏହି ଘଟଣାର ମିଳିତ ଯାଂଚ ପାଇଁ ଦାବି କରିଛି । ଏହା ସହିତ ପାକିସ୍ତାନ ପଚାରିଛି ଯେ, ତା’ ସୀମା ଭିତରେ ପଡିଥିବା ଭାରତୀୟ କ୍ଷେପଣାସ୍ତ୍ର କେଉଁ ଶ୍ରେଣୀର । ସୂଚନାଯୋଗ୍ୟ ଯେ, ଏକ କ୍ଷେପଣାସ୍ତ୍ର ଭୁଲବଶଃତ ପାକିସ୍ତାନ …

ପାକିସ୍ତାନରେ ଭାରତୀୟ କ୍ଷେପଣାସ୍ତ୍ର : ଇସଲାମାବାଦ ମିଳିତ ଯାଂଚ ପାଇଁ କଲା ଦାବି Read More »

pok, india attacks pok, pakistan occupied kashmir, russia ukraine crisis, russia ukraine war update, india vs pakistan, india pakistan standoff, nuclear war, nuclear attack, rising odisha, odia blog

ଋଷର ୟୁକ୍ରେନ୍ ଆକ୍ରମଣ ପରେ POKରେ ସମାନ ଆକ୍ରମଣ କରିବାକୁ ସୋସିଆଲ ମିଡିଆରେ ମତ, କିନ୍ତୁ ଜାଣନ୍ତୁ କେଉଁଠି ରହିଛି ପେଞ୍ଚ

ୟୁକ୍ରେନ୍ ଉପରେ ଯେଉଁଭଳି ଭାବେ ଋଷ ଆକ୍ରମଣ କରିଛି ତାକୁ ନେଇ ଭାରତରେ ଦୁଇପ୍ରକାର ମତ ଦେଖିବାକୁ ମିଳିଛି । ସୋସିଆଲ ମିଡିଆରେ ଗୋଟିଏ ଗୋଷ୍ଠୀ ଏଥିପାଇଁ ଋଷକୁ ନିନ୍ଦା କରୁଥିବା ବେଳେ ଆଉ ଗୋଟିଏ ଗୋଷ୍ଠୀ କହୁଛନ୍ତି ଯେ, ଋଷର ଏହି ଆକ୍ରମଣ ଭାରତକୁ ପାକ୍ ଅଧିକୃତ କାଶ୍ମୀର ଅଧିକାର କରିବାର ମୌକା ଦେଇଛି । ସେମାନଙ୍କ କହିବା ହେଉଛି ଯେମିତି ଋଷ ଏହାକୁ ଆକ୍ରମଣ କିମ୍ବା ଯୁଦ୍ଧ ବୋଲି ନକହି ସେନା କାର୍ଯ୍ୟାନୁଷ୍ଠାନ ବୋଲି …

ଋଷର ୟୁକ୍ରେନ୍ ଆକ୍ରମଣ ପରେ POKରେ ସମାନ ଆକ୍ରମଣ କରିବାକୁ ସୋସିଆଲ ମିଡିଆରେ ମତ, କିନ୍ତୁ ଜାଣନ୍ତୁ କେଉଁଠି ରହିଛି ପେଞ୍ଚ Read More »

RSS
Follow by Email
Scroll to Top
Close Bitnami banner
Bitnami