russia china, nuclear submarine, Indian navy, russia can give nuclear submarine to china, India russia relations, rising odisha

ଚୀନକୁ ଋଷ ଦେବ ପରମାଣୁ ବୁଡ଼ାଜାହଜ, ଚିନ୍ତାରେ ଭାରତ

ଆମେରିକା ଭାରତ ମହାସାଗର ଓ ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ଚୀନର ବଢୁଥିବା ପ୍ରଭାବକୁ ରୋକିବା ପାଇଁ ଅଷ୍ଟ୍ରେଲିଆ ଓ ବ୍ରିଟେନ୍ ସହିତ ମିଶି ‘ଅକ୍ସ’ ସାମରିକ ମେଣ୍ଟ୍ କରିଛି । ଆମେରିକା ଏବେ ଅଷ୍ଟ୍ରେଲିଆକୁ ପରମାଣୁ ବୁଡ଼ାଜାହଜ ଓ କ୍ରୁଇଜ୍ ମିଶାଇଲ ଦେବାକୁ ଯାଉଛି । ଅନ୍ୟପକ୍ଷରେ ବ୍ରିଟେନ୍ ପରମାଣୁ ଅସ୍ତ୍ରରେ ସଜ୍ଜିତ ନିଜ ପରମାଣୁ ବୁଡ଼ାଜାହଜକୁ ଅଷ୍ଟ୍ରେଲିଆରେ ମୁତ୍ତୟନ କରିବାକୁ ଯାଉଛି । ଯାହାକୁ ନେଇ ଚୀନ୍ କ୍ଷୁବ୍ଧ ଅଛି । ଏହାରି ଭିତରେ ଖବର …

ଚୀନକୁ ଋଷ ଦେବ ପରମାଣୁ ବୁଡ଼ାଜାହଜ, ଚିନ୍ତାରେ ଭାରତ Read More »