retirement news today, increase in retirement age,retirement age increase news,odiablog, risingodisha

ରିଟାୟରମେଣ୍ଟ୍ ବୟସ କାହିଁକି ବଢାଉଛନ୍ତି ଅନେକ ଦେଶ ?

ବିଶ୍ୱର ଅନେକ ଦେଶ ଚାକିରିଆଙ୍କ ଅବସର ବୟସ ବଢାଇବାକୁ ଅଣ୍ଟା ଭିଡି଼ ସାରିଲେଣି । କିନ୍ତୁ କର୍ମଚାରୀ ଏହାକୁ ବିରୋଧ କରୁଛନ୍ତି । ଉଦାହରଣ ଭାବ ଫ୍ରାନ୍ସକୁ ନିଆଯାଉ । ସେଠାରେ ଅବସରକାଳୀନ ବୟସସୀମାକୁ ୬୨ରୁ ବଢାଇ ୬୪ କରିବାକୁ ପ୍ରସ୍ତାବ ଅଛି । କିନ୍ତୁ ଏହାକୁ କର୍ମଚାରୀ ବିରୋଧ କରୁଛନ୍ତି । ସରକାରଙ୍କ ଏହି ପ୍ରସ୍ତାବ ବିରୋଧରେ କର୍ମଚାରୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ପୁରା ଦେଶରେ ପେନସନ୍ ସୁଧାରକୁ ବିରୋଧ କରାଯାଉଛି । ଫ୍ରାନ୍ସ ସରକାରଙ୍କ …

ରିଟାୟରମେଣ୍ଟ୍ ବୟସ କାହିଁକି ବଢାଉଛନ୍ତି ଅନେକ ଦେଶ ? Read More »