Browsing Tag

imran khan pti

ବୁମେରାଂ ହେଲା ଇମ୍ରାନଙ୍କ ଷଡ଼ଯନ୍ତ୍ର : ବାଜବାଙ୍କୁ ଦେଉଥିଲେ ଧୋକା, ଏବେ ଶାହବାଜ ହେବେ ପ୍ରଧାନମନ୍ତ୍ରୀ !

ପାକିସ୍ତାନୀ ସେନା ମୁଖ୍ୟ ଜେନରାଲ କମର ଜାଭେଦ ବାଜବାଙ୍କ ସହାୟତାରେ କ୍ଷମତାକୁ ଆସିଥିବା ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ତାଙ୍କ ଚାଲବାଜି ମହଙ୍ଗା ପଡିଛି ବୋଲି କୁହାଯାଉଛି । ଇମ୍ରାନ୍ ଖାନ୍ ଦେଶ ଉପରେ ଲମ୍ବା ଅବଧି ଶାସନ କରିବା ପାଇଁ ଜେନରାଲ ବାଜବାଙ୍କ ବିରୋଧରେ ଷଡ଼ଯନ୍ତ୍ର କରିଥିଲେ ।
Read More...
Close Bitnami banner
Bitnami