Browsing Tag

IAF chopper crash

ମାସକ ଭିତରେ ଘର ଛାଡି ପାରନ୍ତି ସିଡିଏସ ବିପିନ ରାୱତଙ୍କ ପରିବାର, ଘରେ ଚାଲିଛି ଗରୁଡ଼ ପୁରାଣ ପାଠ

ଦିଲ୍ଲୀର କାମରାଜ୍ ରୋଡ୍ ସ୍ଥିତ ସିଡିଏସ ଭବନରେ ଗତ ୫ ଦିନ ଧରି ଗରୁଡ଼ ପୁରାଣ ପାଠ ଚାଲିଛି । ହେଲିକପ୍ଟର କ୍ରାଶରେ ସହିଦ ସିଡିଏସ ରାୱତ ଓ ତାଙ୍କ ପତ୍ନୀଙ୍କ ଆତ୍ମାର ଶାନ୍ତି ପାଇଁ ଗରୁଡ଼ ପୁରାଣ ପାଠ ଚାଲିଛି । ସିଡିଏସ ଭବନରେ ଏବେ ରାୱତଙ୍କ ବଡ଼ ଝିଅ,ଜ୍ୱାଇ ଓ ଶଳାଙ୍କ ପରିବାର ରହୁଛନ୍ତି ।
Read More...

ଜେନରାଲ ରାୱତ, ଜଣେ ସୈନିକ ଯାହାଙ୍କ ଧମନୀରେ ବହୁଥିଲା ଯୋଦ୍ଧା ରକ୍ତ

ଭାରତୀୟ ସେନାର ପ୍ରଥମ ସିଡିଏସ ବିପିନ ରାୱତଙ୍କର ହେଲିକପ୍ଟର କ୍ରାସରେ ନିଧନ ହୋଇଛି । ତାମିଲନାଡୁର ନୀଳଗିରି ପର୍ବତମାଳାରେ ଜଣେ ଯୋଦ୍ଧାଙ୍କ ଜୀବନର ଅନ୍ତ ଘଟିଛି । ଏହି ଦୁର୍ଘଟଣାରେ ରାୱତଙ୍କ ପତ୍ନୀଙ୍କ ସମେତ ଅନ୍ୟ ୧୩ ଜଣ ମଧ୍ୟ ପ୍ରାଣ ହରାଇଛନ୍ତି । ପାକିସ୍ତାନ ବିରୋଧରେ ସର୍ଜିକାଲ
Read More...
Close Bitnami banner
Bitnami