home loan update, home loan closing process, home loan scheme, Odia blog, Rising Oisha

ହୋମ୍ ଲୋନ୍ କରିଛନ୍ତି ଯଦି ମଝିରେ ମଝିରେ ସମୀକ୍ଷା କରନ୍ତୁ

ହୋମ ଲୋନ୍ 15ରୁ 20 ବର୍ଷ ମଧ୍ୟରେ ଶୁଝା ଯାଇଥାଏ । ତେବେ ଏହି ଅବଧି ମଧ୍ୟରେ ଅନେକ କିଛି ବଦଳି ଯାଇଥାଏ ।ଗ୍ରାହକଙ୍କ ଆର୍ଥିକ ସ୍ଥିତି,ସୁଧ ହାର,ସରକାରୀ ନୀତି ଓ ଦେଶର ଆର୍ଥିକ ସ୍ଥିତିରେ ପରିବର୍ତ୍ତନ ଏହା ମଧ୍ୟରେ ସାମିଲ ଥାଏ । ତେଣୁ ମଝିରେ ମଝିରେ ହୋମ ଲୋନର ସମୀକ୍ଷା କରି ବଳକା ଟଙ୍କା ଉପରେ ନିଜର ରଖିବା ଉଚିତ । ହୋମ୍ ଲୋନ୍ ଉପରେ ନଜର ରଖିବା ଦ୍ୱାରା ସମୟ ପୂର୍ବରୁ ଏହାକୁ …

ହୋମ୍ ଲୋନ୍ କରିଛନ୍ତି ଯଦି ମଝିରେ ମଝିରେ ସମୀକ୍ଷା କରନ୍ତୁ Read More »