ସାହାରାରେ ଟଙ୍କା ନିବେଶ କରିଛନ୍ତି କି ? ଜାଣନ୍ତୁ କେମିତି ଫେରି ପାଇବେ ଆପଣଙ୍କ ଟଙ୍କା
ସାହାରା ଇଣ୍ଡିଆ ପରିବାରର ମୁଖ୍ୟ ସୁବ୍ରତ ରୟ ସାହାରାଙ୍କର ମଙ୍ଗଳବାର ରାତିରେ ମୃତ୍ୟୁ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ହୋଇଥିଲା । ଦୀର୍ଘ ଦିନର ଅସୁସ୍ଥତା ପରେ ସାହାରା ଶ୍ରୀ ମୁମ୍ବାଇର ଏକ ଡାକ୍ତରଖାନାରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ସାହାରାଶ୍ରୀଙ୍କ ଦେହାନ୍ତ ପରେ ସାହାରାର ଲକ୍ଷ ଲକ୍ଷ ନିବେଶକଙ୍କ ମନରେ କେବଳ ଗୋଟିଏ ପ୍ରଶ୍ନ ଉଠୁଛି ଯେ ବର୍ତ୍ତମାନ ସେମାନେ ସେମାନଙ୍କ ଟଙ୍କା ଫେରି ପାଇବେ କି ? ସୁବ୍ରତ ରୟ …
ସାହାରାରେ ଟଙ୍କା ନିବେଶ କରିଛନ୍ତି କି ? ଜାଣନ୍ତୁ କେମିତି ଫେରି ପାଇବେ ଆପଣଙ୍କ ଟଙ୍କା Read More »