ରହସ୍ୟମୟୀ ଗୁମ୍ଫାରେ ତପସ୍ୟା କରୁଥିଲେ ଗୁରୁ ଦ୍ରୋଣାଚାର୍ଯ୍ୟ
ଡେରାଡୁନ୍ : ବିଶ୍ୱ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ମଧ୍ୟରୁ ସାହସ୍ରଧାରା ହେଉଛି ଏକ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ । ଯଦିଓ ଏଠାରେ ଅନେକ ଗୁମ୍ଫା ରହିଛି , କିନ୍ତୁ ସେମାନଙ୍କ ମଧ୍ୟରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଏବଂ ପ୍ରାଚୀନ ହେଉଛି ଦ୍ରୋଣ ଗୁମ୍ପା । ଏହାର ଇତିହାସ ମହାଭାରତ ସମୟ ସହିତ ଜଡିତ । ଏହି ରହସ୍ୟମୟୀ ଗୁମ୍ଫା ମଧ୍ୟରେ ରହିଛି ଏକ ପୁରାତନ ଶିବ ମନ୍ଦିର । କୁହାଯାଏ ଗୁରୁ ଦ୍ରୋଣାଚାର୍ଯ୍ୟ ଏଠାରେ ତପସ୍ୟା କରୁଥିଲେ । ଯେଉଁଥିପାଇଁ …
ରହସ୍ୟମୟୀ ଗୁମ୍ଫାରେ ତପସ୍ୟା କରୁଥିଲେ ଗୁରୁ ଦ୍ରୋଣାଚାର୍ଯ୍ୟ Read More »