ଦୁନିଆର ସବୁଠାରୁ ଶକ୍ତିଶାଳୀ ବନ୍ଧୁକ: ଗୋଟିଏ ଗୁଳିରେ ଖସିବ ବିମାନ, ଦୁଇ କିଲୋମିଟର ଦୂରରୁ ଲକ୍ଷ୍ୟଭେଦ
ବ୍ରିଟେନର ସ୍ପେଶାଲ ଫୋର୍ସେସ୍ ଏସଏଏସ ହାତରେ ଲାଗିଛି ଦୁନିଆର ସବୁଠାରୁ ଶକ୍ତିଶାଳୀ ରାଇଫଲ । ଏହି ରାଇଫଲ ଏତେ ଶକ୍ତିଶାଳୀ ଯେ, ଏହା ଗୋଟିଏ ଗୁଳିରେ ଆକାଶରେ ଉଡୁଥିବା ବିମାନ କିମ୍ବା ହେଲିକପ୍ଟରକୁ ତଳକୁ ଖସାଇ ପାରେ । କେବଳ ଏତିକି ନୁହେଁ ଏହି ରାଇଫଲର ଗୋଟିଏ ଗୁଳି ଯେକୌଣସି ସାଂଜୁଆ!-->…
Read More...
Read More...