odisha mo parivar, odisha govt scheme 2022, cm naveen patnaik latest news, Odiablog, Risingodisha

ପ୍ରତ୍ୟେକ ଅସହାୟଙ୍କ ସାଥିରେ ଛିଡାହୋଇଛି ଓଡ଼ିଶା ମୋ ପରିବାର

ଓଡ଼ିଶାର ପ୍ରତିଟି ଗାଁ ରୁ ସହର ଯାଏଁ ପ୍ରତ୍ୟେକ ଅସହାୟଙ୍କ ସାଥିରେ ଛିଡାହୋଇଛି ଓଡ଼ିଶା ମୋ ପରିବାର । ଯାହା ଏକ ଜଳଖିଆ ଦୋକାନୀ କିଶୋରଙ୍କ କାହାଣୀରୁ ସ୍ପଷ୍ଟ ଜଣା ପଡୁଛି । ଅର୍ଥ ଅଭାବରୁ ନିଜର ଚିକିତ୍ସା କରାଇ ପାରୁନଥିଲେ, ଆଗକୁ ବଢିବା ପାଇଁ ନିଜ ମନୋବଳ ହରାଇ ଦେଇଥିଲେ । ଏହି ସମୟରେ ସହାୟତାର ହାତ ବଢାଇଲା ଓଡ଼ିଶା ମୋ ପରିବାର, କିଶୋରଙ୍କୁ ମିଳିଲା ବଞ୍ଚିବାର ରାହା । ଭୁବନେଶ୍ଵରସ୍ଥିତ ମଞ୍ଚେଶ୍ଵର ନିକଟବର୍ତ୍ତୀ ଝରଣା …

ପ୍ରତ୍ୟେକ ଅସହାୟଙ୍କ ସାଥିରେ ଛିଡାହୋଇଛି ଓଡ଼ିଶା ମୋ ପରିବାର Read More »