ଗାନ୍ଧୀ ପରିବାରର ‘ମୁଖା’ ହେବାକୁ ଚାହିଁଲେ ନାହିଁ ଫାର୍ଷ୍ଟ ଫ୍ୟାମିଲିର ପ୍ରଥମ ପସନ୍ଦ ସୋନି
ଜୁନ୍ ୧୨, ୧୯୭୫ ଆହ୍ଲାବାଦ ହାଇକୋର୍ଟର ଐତିହାସିକ ନିଷ୍ପତ୍ତି ପରେ ଇନ୍ଦିରା ଗାନ୍ଧୀଙ୍କ ପାଦ ତଳୁ ମାଟି ଖସିଯାଇଥିଲା । ରାଜନାରାୟଣଙ୍କ ନିର୍ବାଚନ ଆବେଦନ ଉପରେ ସେ ଦୋଷୀ ସାବ୍ୟସ୍ତ ହୋଇଥିଲେ । ରାଇବରେଲିରେ ତାଙ୍କର ବିଜୟକୁ ରଦ୍ଧ କରିଥିଲେ ହାଇକୋର୍ଟ । ସେତେବେଳେ ପ୍ରଧାନମନ୍ତ୍ରୀଙ୍କ ପଦ ସଂଙ୍କଟରେ ଥିଲା । ଅନ୍ୟପକ୍ଷରେ, ଆର.କେ ଧାୱନ, ବଂଶୀଲାଲ ଏବଂ ସଞ୍ଜୟ ଗାନ୍ଧୀଙ୍କ ତ୍ରିମୂର୍ତ୍ତୀ ଇନ୍ଦିରାଙ୍କ ସମର୍ଥନରେ ଶକ୍ତିପ୍ରଦର୍ଶନ ପାଇଁ ଜୋରଦାର ପ୍ରସ୍ତୁତିରେ ଲାଗିପଡିଥିଲେ । ସଞ୍ଜୟ ସେତେବେଳେ …
ଗାନ୍ଧୀ ପରିବାରର ‘ମୁଖା’ ହେବାକୁ ଚାହିଁଲେ ନାହିଁ ଫାର୍ଷ୍ଟ ଫ୍ୟାମିଲିର ପ୍ରଥମ ପସନ୍ଦ ସୋନି Read More »