ପୁଣି ଥରେ ଲମ୍ବା ଚୁଟି ରଖିବାର କାରଣ କହିଲେ ଏମ୍‌.ଏସ୍ ଧୋନୀ

ନୂଆଦିଲ୍ଲୀ: ପୁଣି ଲମ୍ବା ଚୁଟି ରଖିଲେ ଭାରତୀୟ ଟିମ୍‌ର ପୂର୍ବତନ ଅଧିନାୟକ ଏମ୍‌.ଏସ୍ ଧୋନୀ । ଏବେ ସେ ପୁଣି ଥରେ ଲମ୍ବା ଚୁଟି ରଖି ଚର୍ଚ୍ଚାକୁ ଆସିଛନ୍ତି । ନିକଟରେ ଏକ ସାକ୍ଷାତକାରରେ ସେ ଲମ୍ବା ଚୁଟି କାହିଁକି ରଖିଲେ ସେ ବିଷୟରେ କହିଛନ୍ତି । ଏହାର ଏକ ଭିଡିଓ ଖୁବ୍ ଭାଇରାଲ ହେବାରେ ଲାଗିଛି । ଆଇପିଏଲ ୨୦୨୪ରେ ଲମ୍ବା ଚୁଟିରେ ନଜର ଆସିବେ ଧୋନୀ MS Dhoni said, "maintaining this hairstyle …

ପୁଣି ଥରେ ଲମ୍ବା ଚୁଟି ରଖିବାର କାରଣ କହିଲେ ଏମ୍‌.ଏସ୍ ଧୋନୀ Read More »