ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଅବସ୍ଥା ଗୁରୁତର ; ବିଦେଶ ଯିବାକୁ ମିଳୁନି ଅନୁମତି
ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲିଦା ଜିଆଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ୭୮ ବର୍ଷୀୟା ଖଲିଦା ଲିଭର ସିରୋସିସ ରୋଗରେ ପୀଡ଼ିତ ଅଛନ୍ତି । ଜୀବନ ରକ୍ଷା ନିମନ୍ତେ ତୁରନ୍ତ ତାଙ୍କୁ ବିଦେଶରେ ଚିକିତ୍ସା ଯୋଗାଇବା ଆବଶ୍ୟକ ବୋଲି ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତରୀ ଦଳ କହିଛନ୍ତି । ଏଥିନିମନ୍ତେ ଖଲିଦାଙ୍କ ପରିବାର ଅନୁମତି ମାଗିଥିବା ବେଳେ ସେଠାକାର ସରକାର କିନ୍ତୁ ଏହାକୁ ପ୍ରତ୍ୟାଖାନ କରିଛନ୍ତି । ବାଂଲାଦେଶର ନ୍ୟାସନାଲିଷ୍ଟ ପାର୍ଟି ଅଧ୍ୟକ୍ଷ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ …
ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଅବସ୍ଥା ଗୁରୁତର ; ବିଦେଶ ଯିବାକୁ ମିଳୁନି ଅନୁମତି Read More »