Browsing Tag

Food Distribution

ଗାଁ ଲୋକଙ୍କ ସେବାରେ ପୂର୍ଣ୍ଣମୀ ଦିଦି

ନିଜ ଗାଁ, ପରିବାର, ସାହି, ସମାଜ କରୋନା ମୁକ୍ତ କରିବା ପାଇଁ ହେଲେ ମା’ମାନଙ୍କୁ ଆଗେଇ ଆସିବାକୁ ପଡ଼ିବ । ମୁଖ୍ୟମନ୍ତ୍ରୀଙ୍କ ଏହି ଆସ୍ଥା ଓ ବିଶ୍ୱାସ ଏବେ ଶହ ଶହ ଅଙ୍ଗନବାଡ଼ି କର୍ମୀ ଓ ଆଶା ଦିଦିଙ୍କ ପାଇଁ ବେଦ ବାକ୍ୟ । ଏଥିପାଇଁ ଖରା ହେଉ କି ବର୍ଷା, ହାତରେ ଥର୍ମାଲ ସ୍କ୍ରିନିଂ ମେସିନ୍ ଓ
Read More...

ବିିରଳ ବ୍ୟକ୍ତିତ୍ୱ ବିଭୂତି

କରୋନା ସମୟରେ ଗରିବ, ଅସହାୟଙ୍କ ପାଇଁ ଦେବଦୂତ ସାଜିଛନ୍ତି ତାଳଚେର ଅଂଚଳର ବିଭୂତି ସାହୁ । କେଉଁଠି ଭୋକିଲା ମଣିଷଟିଏ ଖାଇବାକୁ ମୁଠାଏ ପାଉନି, କାହାର ଘର ଉପରରେ ଛାତଟିଏ ନାହିଁ, ରୋଗୀଟିଏ ଔଷଧ ନ ପାଇ ଛଟପଟ ହେଉଛି, ସେଇଠି ସହାୟତା ନେଇ ପହଂଚିଯାଉଛନ୍ତି ବିଭୂତି । ଏଥିପାଇଁ ଟଙ୍କାଟିଏ ବି
Read More...

ବେଙ୍ଗାଲୁରୁରେ ଓଡ଼ିଆ ଯୁବକଙ୍କ ବଦାନ୍ୟତା

ମାନବ ସେବା ହିଁ ମାଧବ ସେବା । ପ୍ରତ୍ୟେକଟି ମଣିଷର ଆତ୍ମାରେ ସେଇ ପରମାତ୍ମା ବିଦ୍ୟମାନ ଅଛନ୍ତି । ଅସହାୟଙ୍କୁ ସହାୟତା କରିବା ହେଉଛି ପ୍ରକୃତ ମଣିଷ ପଣିଆ । ମହତ୍ ଚିନ୍ତାଧାରା ନେଇ କରୋନାର ମହାମାରୀ ସମୟରେ ରାଜ୍ୟ ବାହାରେ ବା ବେଙ୍ଗାଲୁରୁରେ ରହୁଥିବା ଓଡ଼ିଆଙ୍କ ପାଇଁ ଦେବଦୂତ ସାଜିଛନ୍ତି
Read More...

ସବୁଠି ଖୋଜା ପଡ଼ନ୍ତି ବାପୁନ

କରୋନାର କରୁଣ ପରିସ୍ଥିତିରେ ଜନମାନସ ଛଟପଟ ହେଉଥିବା ବେଳେ ମୟୂରଭଞ୍ଜ ଜିଲ୍ଲା ପାଇଁ ଆଶ୍ୱାସନାର ଠିକଣା ପାଲଟିଛନ୍ତି ବାପୁନ ଭାଇ । ପୂରା ନାମ ସୁଶାନ୍ତ କୁମାର ଦାସ । ସେ କୌଣସି ପ୍ରଶାସନିକ ଅଧିକାରୀ ନୁହଁନ୍ତି କି କୌଣସି ବରିଷ୍ଠ ପଦପଦବୀରେ ବି ନାହାନ୍ତି । ହେଲେ ଜିଲ୍ଲାରେ
Read More...

ମହାମାରୀ ସମୟରେ ସେବା ହିଁ ଧର୍ମ : ବିଜୁ ଯୁବ ଜନତା ଦଳର କେଉଁଠି ଶବସତ୍କାର ତ’ କେଉଁଠି ଶୁଖିଲା ଖାଦ୍ୟ ବଣ୍ଟନ

କରୋନା କାଳରେ ଲୋକଙ୍କ ସହ ସବୁବେଳେ 'ବିଜୁ ଯୁବ ଜନତା ଦଳ' ଭୁବନେଶ୍ୱର: କରୋନା ମହାମାରୀ ସବୁକିଛି ବଦଳାଇ ଦେଇଛି । ସଂକ୍ରମଣର ଭୟ ଲକଡାଉନ୍ ଆଣିଛି । ସଂକ୍ରମଣରୁ ଲୋକଙ୍କୁ ରକ୍ଷା କରିବା ପାଇଁ ସରକାରଙ୍କ ପାଖରେ ଲକଡାଉନ୍ ଛଡା ଅନ୍ୟ ଉପାୟ ନଥିଲା । କାରଣ ଲକଡାଉନ୍ ହିଁ ସଂକ୍ରମଣ ଚେନରେ
Read More...
Close Bitnami banner
Bitnami