plane hijack, cyber attack, cds bipin rawat helicopter crash, plane hack, rising odisha

ଦୂରରେ ବସି ମାଉସ୍ କ୍ଲିକରେ ହେଲିକପ୍ଟରକୁ କରାଯାଇ ପାରିବ ହ୍ୟାକ୍ !

ସେପ୍ଟେମ୍ବର ୧୯,୨୦୧୬ । ଆମେରିକାର ଆଟଲାଣ୍ଟିକ୍ ଏୟାରପୋର୍ଟରେ ବୋଇଂ ୭୫୭ ଫ୍ଲାଇଟ୍ ଅବତରଣ କରେ । ଏହାର ଦୁଇ ଦିନ ପରେ ବିମାନ ଭିତରକୁ ନଯାଇ କିଛି ବ୍ୟକ୍ତି ତାକୁ ହ୍ୟାକ୍ କରିନେଲେ । ସେମାନେ ଫ୍ଲାଇଟ୍ ରେଡିଓ ଫ୍ରିକ୍ୱେନ୍ସି କମ୍ୟୁନିକେଶନ ଭିତରକୁ ପ୍ରବେଶ କରିବାରେ ସଫଳ ହୋଇଥିଲେ । ରେଡିଓ କମ୍ୟୁନିକେଶନକୁ ପ୍ରବେଶ କରି ଏହି ହ୍ୟାକର ମାନେ ପୁରା ପ୍ଲେନର ସିଷ୍ଟମକୁ ନିଜ କବଜାକୁ ନେଇ ପାରିଥିଲେ । ଏହି ଘଟଣାର ବର୍ଷକ ପରେ …

ଦୂରରେ ବସି ମାଉସ୍ କ୍ଲିକରେ ହେଲିକପ୍ଟରକୁ କରାଯାଇ ପାରିବ ହ୍ୟାକ୍ ! Read More »