ଡଙ୍ଗା ନୁହେଁ, ଘୋଡ଼ା ପିଠିରେ ବସି ମାଛ ଧରନ୍ତି ଲୋକେ

ବେଲଜିଅମ୍ : ସାଧାରଣତଃ ମତ୍ସ୍ୟଜୀବୀମାନେ ଡ଼ଙ୍ଗାରେ ଯାଇ ସମୁଦ୍ରରେ ମାଛ ଧରୁଥିବା ସମସ୍ତେ ଦେଖିଥିବେ । ହେଲେ ଏମିତି ଏକ ସ୍ଥାନ ଅଛି ଯେଉଁଠି ଡ଼ଙ୍ଗାରେ ନୁହେଁ ଘୋଡ଼ା ପିଠିରେ ବସି ସମୁଦ୍ରରେ ମାଛ ଧରିଥାନ୍ତି ମତ୍ସ୍ୟଜୀବୀମାନେ । ଏପରି ନିଆରା ଢଙ୍ଗରେ ମାଛ ଧରିନ୍ତି ଏଠାକାର ମତ୍ସ୍ୟଜୀବୀମାନେ । ଧରନ୍ତି କ୍ରାଙ୍ଗନ୍ କ୍ରାଙ୍ଗନ୍ ସ୍ୱତନ୍ତ୍ର ପ୍ରଜାତିର ଚିଙ୍ଗୁଡ଼ି ବେଲଜିଅମ୍‌ର ଡନ୍‌କର୍କର ପୂର୍ବକୁ ୨୦ କି.ମି. ଦୂର ଉପକୂଳରେ ପୂର୍ବ ଡନ୍‌କର୍କ ନାମକ ଏକ ସ୍ଥାନ ରହିଛି …

ଡଙ୍ଗା ନୁହେଁ, ଘୋଡ଼ା ପିଠିରେ ବସି ମାଛ ଧରନ୍ତି ଲୋକେ Read More »