କାର ଚଳାଉଥିବା ସମୟରେ ମୁଣ୍ଡ କୁଣ୍ଡାଇବାରୁ ଭରିଲେ ଜରିମାନା
ନୂଆଦିଲ୍ଲୀ: କାର ହେଉ କି ବାଇକ୍ ଚଲାଇବା ସମୟରେ ଲୋକେ ସତର୍କ ହୋଇଥାନ୍ତି । ଏଥିସହିତ ସଡକ ନିୟମ ପ୍ରତି ବିଶେଷ ଧ୍ୟାନ ବି ରଖିଥାନ୍ତି । କାର ଚଲାଇବାବେଳେ ସିଟ୍ ବେଲ୍ଟ ବିନ୍ଧିବା ଓ ଦୁଇଚକିଆ ଯାନ ଚଲାଇବାବେଳେ ହେଲମେଟ୍ ପିନ୍ଧିବା ଜରୁରୀ ଅଟେ । ଏହି ନିୟମ ଉଲ୍ଲଘଂନ କଲେ ଜରିମାନା ଦେବାକୁ ପଡ଼ିଥାଏ । ପୂର୍ବରୁ ଟ୍ରାଫିକ ଛକରେ ପୋଲିସ ତଦାରଖ କରୁଥିବାବେଳେ ଏବେ ସେହି କାମ ସିସି କ୍ୟାମେରା କରୁଛି । …
କାର ଚଳାଉଥିବା ସମୟରେ ମୁଣ୍ଡ କୁଣ୍ଡାଇବାରୁ ଭରିଲେ ଜରିମାନା Read More »