odia blog, rising odisha

ଆଜିଠାରୁ ହୋମ୍ ଲୋନ୍ ଉପରେ ଆଉ ମିଳିବ ନାହିଁ ସବସିଡି, ଜାଣନ୍ତୁ ଆଉ ସବୁ କ’ଣ ବଦଳିବାକୁ ଯାଉଛି…

ଏପ୍ରିଲ ୧ ତାରିଖରୁ ଆରମ୍ଭ ହେଉଛି ୨୦୨୨-୨୩ ଆର୍ଥିକ ବର୍ଷ । ଏହାସହ ବଦଳିବାକୁ ଯାଉଛି କିଛି ନିୟମ । ଯାହାର ପ୍ରଭାବ ଆପଣଙ୍କ ରୋଜଗାର, ଖର୍ଚ୍ଚ ଓ ସଞ୍ଚୟ ଉପରେ ପଡିବ । କେନ୍ଦ୍ର ସରକାର ଏମିତି କିଛି ବଡ ପରିବର୍ତ୍ତନ କରିଛନ୍ତି । ହେଲେ ଏସବୁ ଭିତରେ ସବୁଠାରୁ ବଡ ପରିବର୍ତ୍ତନ ଗୃହଋଣକୁ ନେଇ ରହିଛି । ଆସନ୍ତୁ ଜାଣିବା କେଉଁ କ୍ଷେତ୍ରରେ କି ପରିବର୍ତ୍ତନ ହୋଇଛି ଓ ଏହାର କିପରି ପ୍ରଭାବ ପକାଇବ …

ଆଜିଠାରୁ ହୋମ୍ ଲୋନ୍ ଉପରେ ଆଉ ମିଳିବ ନାହିଁ ସବସିଡି, ଜାଣନ୍ତୁ ଆଉ ସବୁ କ’ଣ ବଦଳିବାକୁ ଯାଉଛି… Read More »