twitter, evolution of twitter, jack dorsey, twittr, odia blog, rising odisha

ନିଶାରେ ଆସିଥିଲା ଟ୍ୱିଟର ଆଇଡିଆ, ଟ୍ୱିଟର କାହାଣୀରେ ଅଛି ଡ୍ରାମା ଓ ସସପେନ୍ସ

ଟ୍ୱିଟରର ନୂଆ ମାଲିକ ଏଲନ ମସ୍କଙ୍କୁ ନେଇ ଢେର ଚର୍ଚ୍ଚା ହେଉଛି । ମସ୍କ ଟ୍ୱିଟର ମାଲିକ ହେବା ପରେ ଟ୍ୱିଟର ସତରେ ନିରପେକ୍ଷ ହେବ ବୋଲି ଚର୍ଚ୍ଚା ହେଉଛି । ଚର୍ଚ୍ଚା ଏହା ମଧ୍ୟ ହେଉଛି ଯେ, ମସ୍କଙ୍କ ମାଲିକାନାକୁ ଆସିବା ପରେ ଟ୍ୱିଟର ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଆକାଉଣ୍ଟକୁ ପୁଣି ଚାଲୁ କରିଦେବେ । ଟ୍ୱିଟର ବିରୋଧରେ ବିଶ୍ୱର ସବୁ ଦକ୍ଷୀଣପନ୍ଥୀଙ୍କ ଅଭିଯୋଗ ଯେ,ଏହା ଲିବେରାଲଙ୍କ କବଜାରେ ଅଛି । ତେଣୁ …

ନିଶାରେ ଆସିଥିଲା ଟ୍ୱିଟର ଆଇଡିଆ, ଟ୍ୱିଟର କାହାଣୀରେ ଅଛି ଡ୍ରାମା ଓ ସସପେନ୍ସ Read More »