୨୦ରେ ଓଡ଼ିଶାର ୫ ଲୋକସଭା ଆସନ ପାଇଁ ମତଦାନ

ଭୁବନେଶ୍ୱର: ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜି ସରିବ ପ୍ରଚାର । ମୋଟ ୮ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳର ୪୯ ଲୋକସଭା ଆସନ ଲାଗି ପ୍ରଚାରର ଆଜି ହେଉଛି ଶେଷ ଦିନ । ଏହି ୪୯ ଆସନ ମଧ୍ୟରେ ରହିଛି ଓଡ଼ିଶାର ୫ ଲୋକସଭା ଆସନ । ସେଗୁଡ଼ିକ ହେଲା ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗୀର, କନ୍ଧମାଳ ଏବଂ ଆସିକା । ଏହିସବୁ ଆସନରେ ଆସନ୍ତା ୨୦ ତାରିଖରେ ଭୋଟଗ୍ରହଣ ହେବ । ଏଥିଲାଗି ଆଜି ସଂଧ୍ୟାରେ …

 ୨୦ରେ ଓଡ଼ିଶାର ୫ ଲୋକସଭା ଆସନ ପାଇଁ ମତଦାନ Read More »