ଛାଡ଼ପତ୍ର ଖୁସିରେ ପାର୍ଟି ଦେଲେ ମଡ଼େଲ

ଭାରତୀୟ ପରମ୍ପରାରେ ସ୍ୱାମୀ ସ୍ତ୍ରୀ ସମ୍ପର୍କ ହେଉଛି ଜନ୍ମ ଜନ୍ମାନ୍ତର । ଅଗ୍ନିକୁ ସାକ୍ଷୀ ରଖି ପରସ୍ପର ସାତ ଜନ୍ମ ପାଇଁ ସାଥୀ ହୋଇ ରହିବେ ବୋଲି ନିଷ୍ପତ୍ତି ନେଇଥାନ୍ତି । ଯାହା ହେଉଛି ଭାରତୀୟ ପରମ୍ପରାର ପ୍ରତିଫଳନ । ତେବେ ବଦଳୁଥିବା ମାନସିକତା ଆଧାରରେ ଏହି ସମ୍ପର୍କରେ ଏବେ ଫାଟ ଦେଖିବାକୁ ମିଳୁଛି । ମତାନ୍ତର ଓ ମନାନ୍ତର କାରଣରୁ ଛୋଟ ଛୋଟ କଥା ନେଇ ସ୍ୱାମୀ ସ୍ତ୍ରୀର ସମ୍ପର୍କ ଶୀଘ୍ର ତୁଟିଯାଉଛି । ଭାରତୀୟ …

ଛାଡ଼ପତ୍ର ଖୁସିରେ ପାର୍ଟି ଦେଲେ ମଡ଼େଲ Read More »