delhi news

ବିଷ ବଳୟରେ ଦିଲ୍ଲୀ : ଦିଲ୍ଲୀ ଛାଡ଼ି ଜୟପୁର ପଳାଇଲେ ସୋନିଆ ଗାନ୍ଧୀ

ନୂଆଦିଲ୍ଲୀ : ଦୀପାବଳି ପରେ ପୁଣି ବଢିଲା ଟେନ୍‌ସନ୍ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ବି ଖାତିର କଲେନି ଦିଲ୍ଲୀବାସୀ । ଫଳରେ ପୁଣି ଥରେ ବଢ଼ିଲା ପ୍ରଦୂଷଣର ମାତ୍ରା । ବିଷ ବଳୟକୁ ଫେରିଲା ଦିଲ୍ଲୀ । ଧୂଆଁମୟ ହୋଇଗଲା ଆକାଶ । ଗତ ୧୦ ତାରିଖରେ ହୋଇଥିବା ବର୍ଷା ଯୋଗୁ ରାଜଧାନୀବାସିନ୍ଦା ସାମାନ୍ୟ ଆଶ୍ୱସ୍ତ ହୋଇଥିବା ବେଳେ ଦୀପାବଳିର ବାଣ ଫୁଟା ଯୋଗୁ ପୁଣି ଥରେ କଲବଲ ହେଲେ । ଦୀପାବଳି ପରଠୁ ଦିଲ୍ଲୀ ପ୍ରଦୂଷଣ …

ବିଷ ବଳୟରେ ଦିଲ୍ଲୀ : ଦିଲ୍ଲୀ ଛାଡ଼ି ଜୟପୁର ପଳାଇଲେ ସୋନିଆ ଗାନ୍ଧୀ Read More »

ସୁର୍ପିମକୋର୍ଟଙ୍କ ନିର୍ଦ୍ଦେଶକୁ କଲେନି ଖାତିର : ବିଷ ବଳୟକୁ ଫେରିଲା ଦିଲ୍ଲୀ

ନୂଆଦିଲ୍ଲୀ: ଦୀପାବଳି ପୁଣି ବଢାଇଲା ଟେନ୍‌ସନ୍ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ବି ଖାତିର କଲେନି ଦିଲ୍ଲୀବାସୀ । ଫଳରେ ପୁଣି ଥରେ ବଢ଼ିଲା ପ୍ରଦୂଷଣର ମାତ୍ରା । ବିଷ ବଳୟକୁ ଫେରିଲା ଦିଲ୍ଲୀ । ଧୂଆଁମୟ ହୋଇଗଲା ଆକାଶ । ଗତ ୧୦ ତାରିଖରେ ହୋଇଥିବା ବର୍ଷା ଯୋଗୁ ରାଜଧାନୀବାସିନ୍ଦା ସାମାନ୍ୟ ଆଶ୍ୱସ୍ତ ହୋଇଥିବା ବେଳେ ଦୀପାବଳିର ବାଣ ଫୁଟା ଯୋଗୁ ପୁଣି ଥରେ କଲବଲ ହେଲେଣି । ଶୁକ୍ରବାର ଓ ଶନିବାର ହୋଇଥିବା ବର୍ଷା ଯୋଗୁ …

ସୁର୍ପିମକୋର୍ଟଙ୍କ ନିର୍ଦ୍ଦେଶକୁ କଲେନି ଖାତିର : ବିଷ ବଳୟକୁ ଫେରିଲା ଦିଲ୍ଲୀ Read More »

ବର୍ଷା ପରେ ଦିଲ୍ଲୀବାସୀଙ୍କୁ ପ୍ରଦୂଷଣରୁ ସାମାନ୍ୟ ଆଶ୍ୱସ୍ତି

ନୂଆଦିଲ୍ଲୀ: ଦିଲ୍ଲୀରେ ବାୟୁ ପ୍ରଦୂଷଣ ସାଂଘାତିକ ହୋଇପଡ଼ିଛି । ପ୍ରଦୂଷଣ ରୋକିବାକୁ ବିଭିନ୍ନ କଟକଣା ଲାଗୁ ହୋଇଛି । ଆସନ୍ତା ୧୮ ତାରିଖ ପର୍ଯ୍ୟନ୍ତ ସମସ୍ତ ସ୍କୁଲ ବନ୍ଦ ରଖାଯାଇଛି । ଅନ୍ୟ ରାଜ୍ୟରୁ ଆସୁଥିବା କ୍ୟାବ୍‌ଗୁଡ଼ିକୁ ମଧ୍ୟ ଦିଲ୍ଲୀରେ ପ୍ରବେଶ ଉପରେ କଟକଣା ଲଗାଯାଇଛି । ଏଭଳି ସ୍ଥିତିରେ ପ୍ରଦୂଷଣ ନିୟନ୍ତ୍ରଣ କରିବା ପାଇଁ ଦିଲ୍ଲୀ ସରକାର ୨୦ ନଭେମ୍ବରରୁ କୃତ୍ରିମ ବର୍ଷା କରାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି । ହେଲେ ଗତକାଲି ରାତିରେ ହୋଇଛି …

ବର୍ଷା ପରେ ଦିଲ୍ଲୀବାସୀଙ୍କୁ ପ୍ରଦୂଷଣରୁ ସାମାନ୍ୟ ଆଶ୍ୱସ୍ତି Read More »

ଦିଲ୍ଲୀରେ ପ୍ରଦୂଷଣ ରୋକିବାକୁ କୃତ୍ରିମ ବର୍ଷା କରାଯିବ

ନୂଆଦିଲ୍ଲୀ: ଦିଲ୍ଲୀରେ ବାୟୁ ପ୍ରଦୂଷଣ ପୁଣି ସାଂଘାତିକ ସ୍ତରକୁ ଚାଲିଯାଇଛି । ପ୍ରଦୂଷଣ ରୋକିବାକୁ ବିଭିନ୍ନ କଟକଣା ଲାଗୁ ହୋଇଛି । ଆସନ୍ତା ୧୮ ତାରିଖ ପର୍ଯ୍ୟନ୍ତ ସମସ୍ତ ସ୍କୁଲ ବନ୍ଦ ରଖାଯାଇଛି । ଅନ୍ୟ ରାଜ୍ୟରୁ ଆସୁଥିବା କ୍ୟାବ୍‌ଗୁଡ଼ିକୁ ମଧ୍ୟ ଦିଲ୍ଲୀରେ ପ୍ରବେଶ ଉପରେ କଟକଣା ଲଗାଯାଇଛି । ଏଭଳି ସ୍ଥିତିରେ ପ୍ରଦୂଷଣ ନିୟନ୍ତ୍ରଣ କରିବା ପାଇଁ ଦିଲ୍ଲୀ ସରକାର ୨୦ ନଭେମ୍ବରରୁ କୃତ୍ରିମ ବର୍ଷା କରାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଆଇଆଇଟି କାନପୁର …

ଦିଲ୍ଲୀରେ ପ୍ରଦୂଷଣ ରୋକିବାକୁ କୃତ୍ରିମ ବର୍ଷା କରାଯିବ Read More »

RSS
Follow by Email
Scroll to Top
Close Bitnami banner
Bitnami