କାଚ ଉପରେ ଡ଼ଙ୍ଗା ଚାଲୁଥିବା ପରି ଦିଏ ନିଆରା ଅନୁଭବ
ଭାରତ ଏପରି ଏକ ଦେଶ ଯେଉଁଠାରେ ପାଣିପାଗ ଅନୁସାରେ ପରିବେଶକୁ ଉପଭୋଗ କରିହେବ । ଯେତେବେଳେ ଦକ୍ଷିଣରେ ଗରମ ଅନୁଭୂତ ହୁଏ ସେତେବେଳେ ପାହାଡ଼ିଆ ଅଞ୍ଚଳରେ ଶୀତକୁ ନେଇ ଖୁବ୍ ମଜା ଅନୁଭବ ହୁଏ । ଭାରତୀୟ ସଂସ୍କୃତି ଏବଂ ବାର ମାସରେ ତେର ପର୍ବ କାରଣରୁ ଭାରତରେ ବହୁ ବିଦେଶୀ ପର୍ଯ୍ୟଟକ ଡ଼େରା ଜମାଇଥାନ୍ତି । ମୋଟ ଉପରେ ପର୍ଯ୍ୟଟନ ଦୃଷ୍ଟିକୋଣରୁ ଭାରତ ଏକ ସମୃଦ୍ଧ ରାଷ୍ଟ୍ର ବୋଲି କୁହାଯାଇପାରେ । ପର୍ଯ୍ୟଟକଙ୍କୁୂ ଆକୃଷ୍ଟ କରୁଛି …