covishield, vaccine dose, single vaccine dose, vaccine shortages India, vaccine shortages Odisha

ଆଗକୁ ସିଙ୍ଗଲ ଡୋଜ୍ ହୋଇପାରେ କୋଭିସିଲ୍ଡ୍ ଟିକା !

ଦେଶରେ ଏବେ ଟିକାର ଅଭାବକୁ ନେଇ ହୋହଲ୍ଲା ଚାଲିଛି । ବିରୋଧୀ ଦଳ କେନ୍ଦ୍ର ସରକାରଙ୍କୁ ତାଙ୍କ ଅପାରଗତା ପାଇଁ ପ୍ରତିଦିନ ସମାଲୋଚନା କରୁଛନ୍ତି । ଟିକାର ଅଭାବକୁ ନେଇ ବାକଯୁଦ୍ଧ ଚାଲିଛି । ଏହାରି ଭିତରେ ଗୋଟିଏ ଖବର ଆସିଛି ଯାହା କୋଭିସିଲ୍ଡ ଟିକା ନେଇଥିବା ଲୋକଙ୍କ ଚିନ୍ତା ବଢାଇ ଦେଇପାରେ । ଏହା ସହିତ ସରକାରଙ୍କ ନୀତିକୁ ନେଇ ମଧ୍ୟ ପ୍ରଶ୍ନ ଉଠିପାରେ । କୁହାଯାଉଛି ଯେ, କୋଭିସିଲ୍ଡକୁ ସିଙ୍ଗଲ ଡୋଜ୍ ଟିକା କରିବାକୁ …

ଆଗକୁ ସିଙ୍ଗଲ ଡୋଜ୍ ହୋଇପାରେ କୋଭିସିଲ୍ଡ୍ ଟିକା ! Read More »