covid warriors

ଲୋକଙ୍କ ସେବାରେ ୪ ବନ୍ଧୁ

କରୋନା ସଂକ୍ରମିତଙ୍କ ଶେଷ ସାହାରା ସେମାନେ । ନିଷ୍ଠାପର ସେବା କରି ଜୀବନ ବଂଚାଉଥିବା ମଣିଷ ସେମାନେ । ନିଜ ଜୀବନକୁ ବିପଦରେ ପକାଇ ଅନ୍ୟକୁ ଉଦ୍ଧାର କରିବାର ପଣ କରିଛନ୍ତି ଏହି ୪ ଉଦୀୟମାନ ଯୁବକ । ଲୋକଙ୍କ ସେବା କରୁ କରୁ ୪ ଯୁବକଙ୍କୁ ଭଲ ବନ୍ଧୁ କରିଦେଇଛି ମହାମାରୀ କରୋନା । ବୟସ ବେଶୀ ନୁହେଁ, କାହାର ୨୫, ତ କାହାର ୩୦ ବର୍ଷ, ହେଲେ କରୋନା ସହ ଲଢ଼େଇ ଭଳି ଗୁରୁ …

ଲୋକଙ୍କ ସେବାରେ ୪ ବନ୍ଧୁ Read More »

bibhuti sahu, talcher, social worker, anugul, dhenkanal, oxygen cylinder free, food distribution free, covid second wave, rising odisha

ବିିରଳ ବ୍ୟକ୍ତିତ୍ୱ ବିଭୂତି

କରୋନା ସମୟରେ ଗରିବ, ଅସହାୟଙ୍କ ପାଇଁ ଦେବଦୂତ ସାଜିଛନ୍ତି ତାଳଚେର ଅଂଚଳର ବିଭୂତି ସାହୁ । କେଉଁଠି ଭୋକିଲା ମଣିଷଟିଏ ଖାଇବାକୁ ମୁଠାଏ ପାଉନି, କାହାର ଘର ଉପରରେ ଛାତଟିଏ ନାହିଁ, ରୋଗୀଟିଏ ଔଷଧ ନ ପାଇ ଛଟପଟ ହେଉଛି, ସେଇଠି ସହାୟତା ନେଇ ପହଂଚିଯାଉଛନ୍ତି ବିଭୂତି । ଏଥିପାଇଁ ଟଙ୍କାଟିଏ ବି କାହା ପାଖରୁ ନିଅନ୍ତିନି ବିଭୂତି । ସ୍ୱ-ଅର୍ଜିତ ରୋଜଗାରରୁ ଅସହାୟ ଗରିବ, ଦିବ୍ୟାଙ୍ଗ ଲୋକଙ୍କ ପାଇଁ ସେ ଖର୍ଚ୍ଚ କରନ୍ତି । ପ୍ରଶାସନ …

ବିିରଳ ବ୍ୟକ୍ତିତ୍ୱ ବିଭୂତି Read More »

deepti ranjan rout, sai international school, jharpada, rap song, covid warriors tribute, covid warriors, odisha, rising odisha

‘ରାପ୍‌’ରେ କୋଭିଡ୍ ଯୋଦ୍ଧାଙ୍କୁ ସମ୍ମାନ

ମହାମାରୀ ସମୟରେ ଗୃହବନ୍ଦୀ ହୋଇ ରହିଥିବା ଛାତ୍ରଛାତ୍ରୀଙ୍କ ପାଇଁ ବିଭିନ୍ନ କଳାକୌଶଳ ପ୍ରଦର୍ଶନ କରିବାର ସୁଯୋଗ ଆଣିଦେଇଛି । ଏହାର ସୁଯୋଗ ନେଇ ସାଇ ଇଂଟରନ୍ୟାସନାଲ ସ୍କୁଲର ଛାତ୍ର ଦୀପ୍ତିରଂଜନ ରାଉତ ଅତି ଚମତ୍କାର ଭାବେ କରୁଛନ୍ତି ରାପ୍ । କୋଭିଡ୍ ଯୋଦ୍ଧାଙ୍କୁ ସମ୍ମାନ ଜଣାଇ ଶୁଦ୍ଧ ଓଡ଼ିଆ ଓ ହିନ୍ଦୀ ଭାଷାରେ ଝାରପଡ଼ା ଅଂଚଳର ଦୀପ୍ତିଙ୍କ ଦ୍ୱାରା ପ୍ରସ୍ତୁତ ରାପ୍ ବେଶ ମନମୁଗ୍ଧକର ହୋଇଛି । ଗତ ବର୍ଷେ ହେବ ସାମାଜିକ କଥାବସ୍ତୁକୁ ନେଇ ତାଙ୍କର …

‘ରାପ୍‌’ରେ କୋଭିଡ୍ ଯୋଦ୍ଧାଙ୍କୁ ସମ୍ମାନ Read More »

Scroll to Top
Close Bitnami banner
Bitnami