corona precautions

ANM didi, Anganwadi didi, asha karmi, asha didi, sarojini kuanr, sonepur district

ଦୁର୍ଗମ ଅଂଚଳର ସାଥୀ ସରୋଜିନୀ

ସୋନପୁର ଜିଲ୍ଲା ଉଲୁଣ୍ଡା ବ୍ଲକ୍ ଜଉଁରାଭଉଁରା ପଂଚାୟତର ଏଏନ୍‌ଏମ୍ ଦିଦି ସରୋଜିନୀ କୁଅଁର । ଏ ପଂଚାୟତର ଅଧିକାଂଶ ଗାଁ ଜଙ୍ଗଲ ଅଂଚଳରେ । ଚାଲିଚାଲି ଯିବାକୁ ପଡ଼େ । ତଥାପି ସେ ଦିନେ ଥକିନାହାନ୍ତି । ଏମିତି ଦିନ ନାହିଁ ଯେଉଁଦିନ ସେ ଲୋକଙ୍କ ସ୍ୱାସ୍ଥ୍ୟ କଥା ବୁଝିବାକୁ ସେ ଗାଁକୁ ଯାଇନାହାନ୍ତି । ଏବେ କରୋନା ସମୟରେ ତାଙ୍କର ଦାୟିତ୍ୱ ଆହୁରି ବଢ଼ିଯାଇଛି । ଏ ଦୁର୍ଗମ ଅଂଚଳରେ ଲୋକଙ୍କ ସାଥୀ ପାଲଟିଯାଇଛନ୍ତି ସରୋଜିନୀ …

ଦୁର୍ଗମ ଅଂଚଳର ସାଥୀ ସରୋଜିନୀ Read More »

asha karmi, asha karmi padma, padma pangi, bondaghati, bandaghati, malkangiri, andrahal panchayat, mudulipada hospital, service for bondaghati inhabitants

ବଣ୍ଡାଘାଟିରେ ପଦ୍ମାଙ୍କ ସେବା

ଦୁର୍ଗମ ଆଦିବାସୀ ଅଧ୍ୟୁଷିତ ଅଂଚଳ ବଣ୍ଡାଘାଟିରେ ନିରନ୍ତର ସେବା ଯୋଗାଉଛନ୍ତି ଆଶାକର୍ମୀ ପଦ୍ମା ପାଙ୍ଗି । କରୋନା ସମୟରେ ପରିବାରକୁ ପଛରେ ପକାଇ ଆଦିମ ଅଧିବାସୀମାନଙ୍କ ସେବାରେ ନିଜକୁ ସମ୍ପୂର୍ଣ୍ଣ ଭାବେ ସମର୍ପିତ କରିଛନ୍ତି ପଦ୍ମା । ତାଙ୍କ ନିଷ୍ଠାପର କାର୍ଯ୍ୟ ଯୋଗୁ ଅନେକ ମାତ୍ରାରେ ସଂକ୍ରମଣକୁ ରୋକିବା ଓ ଏହାର ମୁକାବିଲା କରିବାରେ ସଫଳ ହୋଇଛନ୍ତି ।  ମାଲକାନଗିରି ଜିଲ୍ଲା ବଣ୍ଡା ଜନଜାତି ଅଂଚଳର ଅଣ୍ଡ୍ରାହଲ ପଂଚାୟତରେ ଆଶାକର୍ମୀ ପଦ୍ମା ଅଂଚଳବାସୀଙ୍କୁ କରୋନା ସଂକ୍ରମଣ ସମ୍ପର୍କରେ …

ବଣ୍ଡାଘାଟିରେ ପଦ୍ମାଙ୍କ ସେବା Read More »

Scroll to Top
Close Bitnami banner
Bitnami