corona awareness

poornami bhoi, anganwadi didi, kalahandi district, junagarh block bankapalash, corona awareness, thermal screening machine, thermometer, medical checkups, odisha cm naveen patnaik, Odisha, rising odisha

ଗାଁ ଲୋକଙ୍କ ସେବାରେ ପୂର୍ଣ୍ଣମୀ ଦିଦି

ନିଜ ଗାଁ, ପରିବାର, ସାହି, ସମାଜ କରୋନା ମୁକ୍ତ କରିବା ପାଇଁ ହେଲେ ମା’ମାନଙ୍କୁ ଆଗେଇ ଆସିବାକୁ ପଡ଼ିବ । ମୁଖ୍ୟମନ୍ତ୍ରୀଙ୍କ ଏହି ଆସ୍ଥା ଓ ବିଶ୍ୱାସ ଏବେ ଶହ ଶହ ଅଙ୍ଗନବାଡ଼ି କର୍ମୀ ଓ ଆଶା ଦିଦିଙ୍କ ପାଇଁ ବେଦ ବାକ୍ୟ । ଏଥିପାଇଁ ଖରା ହେଉ କି ବର୍ଷା, ହାତରେ ଥର୍ମାଲ ସ୍କ୍ରିନିଂ ମେସିନ୍ ଓ ଥର୍ମୋମିଟରଟିଏ ଧରି ଏମାନେ ପହଂଚିଯାଉଛନ୍ତି ଏ ଘରରୁ ସେ ଘର । ଆଉ ବିନା ସଙ୍କୋଚରେ ବାଂଟିଯାଉଛନ୍ତି …

ଗାଁ ଲୋକଙ୍କ ସେବାରେ ପୂର୍ଣ୍ଣମୀ ଦିଦି Read More »

Dr suraj jena, balasore nilagiri, tribal areas, free medical checkup, free health camps, free medicines, mbbs doctor, odisha, rising odisha

ଲୋକଙ୍କ ପାଇଁ ଚଳନ୍ତି ଭଗବାନ ‘ସୂରଜ’

ବାଲେଶ୍ୱର ଜିଲ୍ଲାର ନୀଳଗିରି ଉପଖଣ୍ଡ ହେଉଛି ଆଦିବାସୀ ଅଧ୍ୟୁଷିତ ଅଂଚଳ । ନୀଳଗିରିରେ ବସବାସ କରୁଥିବା ଜନସଂଖ୍ୟାର ପ୍ରାୟ ତିନି ଭାଗ ଆଦିବାସୀ । କରୋନା ମହାମାରୀ ବିପତି ଗାଁକୁ ଛୁଇଁବା ପରେ ଗ୍ରାମାଂଚଳରେ ସ୍ୱାସ୍ଥ୍ୟସେବା ମିଳିବା କଷ୍ଟକର । କରୋନା ଦ୍ୱିତୀୟ ଲହରିରେ ଗାଁ ଗଣ୍ଡାର ଘରେ ଘରେ ସଂକ୍ରମଣ ମାତିଛି । କରୋନା ମହାମାରୀ ବେଳେ ସଚେତନ ନ ଥିବା ଲୋକଙ୍କ ପାଇଁ ଦେବଦୂତ ସାଜିଛନ୍ତି ଯୁବ ଡାକ୍ତର ସୂରଜ । ପୂରାନାମ ସୂରଜ …

ଲୋକଙ୍କ ପାଇଁ ଚଳନ୍ତି ଭଗବାନ ‘ସୂରଜ’ Read More »

satyaranjan dash, satyaranjan das, canvas artist, corona awareness, covid third wave, Odisha, rising odisha

କାନ୍‌ଭାସ୍‌ରେ ସତ୍ୟଙ୍କ ସଚେତନତା

କରୋନାର ସମ୍ଭାବ୍ୟ ତୃତୀୟ ଲହର ଛୋଟ ପିଲାମାନଙ୍କ ପାଇଁ କ୍ଷତିକାରକ ହୋଇପାରେ ବୋଲି ଡାକ୍ତର ଏବଂ ବିଶେଷଜ୍ଞମାନେ ମତ ଦେଇଛନ୍ତି । ମହାମାରୀ କବଳରୁ ଛୋଟ ପିଲାମାନଙ୍କୁ ସୁରକ୍ଷିତ ରଖିବା ସମସ୍ତଙ୍କ ପାଇଁ ଏକ ଚ୍ୟାଲେଞ୍ଜ ହେବ । ଏଥିପାଇଁ ପ୍ରତ୍ୟେକ ମା’ମାନଙ୍କର ପ୍ରମୁଖ ଦାୟିତ୍ୱ ହେବା ଉଚିତ୍ । ଏହି ସମୟରେ ମା’ ମାନେ ହିଁ ପିଲାମାନଙ୍କ ପ୍ରତି ଯତ୍ନବାନ ହେବା ଅତ୍ୟନ୍ତ ଜରୁରୀ ବୋଲି ଚିତ୍ର ମାଧ୍ୟମରେ ଦର୍ଶାଇଛନ୍ତି ଯୁବ ଚିତ୍ରଶିଳ୍ପୀ ସତ୍ୟରଞ୍ଜନ ଦାସ …

କାନ୍‌ଭାସ୍‌ରେ ସତ୍ୟଙ୍କ ସଚେତନତା Read More »

RSS
Follow by Email
Scroll to Top
Close Bitnami banner
Bitnami