congress protest against ed

rahul gandhi, indira gandhi, sonia gandhi, enforcement directorate, national herald case, odia blog, rising odisha

ଇନ୍ଦିରାଙ୍କ ପୋଜରେ ରାହୁଲ, କ’ଣ ଇତିହାସ ନିଜକୁ ଦୋହରାଉଛି ?

କଂଗ୍ରେସୀ ଆଜିକାଲି ସଡକ ଉପରେ ଅଛନ୍ତି । ବହୁଦିନ ପରେ କଂଗ୍ରସ କର୍ମୀଙ୍କୁ ଆକ୍ରାମକ ମୁଦ୍ରାରେ ଦେଖିବାକୁ ମିଳୁଛି । କାରଣ ହେଉଛି ଦଳର ପ୍ରଥମ ପରିବାର ଉପରେ ଆକ୍ରମଣ । କଂଗ୍ରସ ପାଇଁ ଗାନ୍ଧୀ ପରିବାର ହେଉଛି ପବିତ୍ର ପ୍ରତୀକ । ତେଣୁ ସାଧାରଣ ଲୋକଙ୍କୁ ପ୍ରଭାବିତ କରୁଥିବା ପ୍ରସଙ୍ଗ ଉପରେ ନିରବ ରହି ଏସି ଷ୍ଟୁଡିଓରୁ ଟିପ୍ପଣୀ କରୁଥିବା କଂଗ୍ରେସର ବଡ଼ପଣ୍ଡା ଏବେ ରାଜରାସ୍ତା ଉପରେ ଝାଳ ବୁହାଉଛନ୍ତି । ଧାରଣାରେ ବସିବା ନେତାଙ୍କ …

ଇନ୍ଦିରାଙ୍କ ପୋଜରେ ରାହୁଲ, କ’ଣ ଇତିହାସ ନିଜକୁ ଦୋହରାଉଛି ? Read More »

congress, enforcement directorate, national herald case, odia blog, rising odisha

ଗାନ୍ଧୀ ପରିବାର ପାଇଁ ରାସ୍ତାରେ, ଆମ ଆଦମୀ କଥା ଉଠିଲେ କୁଆଡେ ଯାଏ କଂଗ୍ରେସ ?

ସୋମବାର ଦିନ ବହୁଦିନ ପରେ କଂଗ୍ରେସର ଲଢୁଆ ରୂପ ଦେଖିବାକୁ ମିଳିଥିଲା । ସାଧାରଣ କର୍ମୀଙ୍କ କଥା ଛାଡନ୍ତୁ ଖୋଦ୍ ମୁଖ୍ୟମନ୍ତ୍ରୀ ଓ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ରାସ୍ତାରେ ବସିବା ଦେଖିବାକୁ ମିଳିଥିଲା । କାରଣ ଥିଲା କଂଗ୍ରେସ ମୁଖ୍ୟ ସୋନିଆ ଓ ପୂର୍ବତନ ମୁଖ୍ୟ ତଥା କଂଗ୍ରେସର ପିଏମ୍ ଇନ୍ ୱେଟିଂ ରାହୁଲଙ୍କୁ ଇଡିର ସମନ । ଇଡି ସମନକୁ କଂଗ୍ରେସର ନେତାମାନେ ଗମ୍ଭୀରତାର ସେହି ନେଇ ରାସ୍ତା ଉପରକୁ ଓହ୍ଲାଇ ଆସିଛନ୍ତି । ଅବଶ୍ୟ ବିରୋଧୀ …

ଗାନ୍ଧୀ ପରିବାର ପାଇଁ ରାସ୍ତାରେ, ଆମ ଆଦମୀ କଥା ଉଠିଲେ କୁଆଡେ ଯାଏ କଂଗ୍ରେସ ? Read More »

Scroll to Top
Close Bitnami banner
Bitnami