Congress president Sonia Gandhi

ରାଜସ୍ଥାନରୁ ସୋନିଆ ଗାନ୍ଧୀ, ମଦନ ରାଥୋଡ, ଚୁନ୍ନିଲାଲ ଗରାସିଆ ରାଜ୍ୟସଭାକୁ ନିର୍ବାଚିତ

ଜୟପୁର: ରାଜସ୍ଥାନରୁ ରାଜ୍ୟସଭାକୁ ନିର୍ବାଚିତ ହେଲେ ସୋନିଆ ଗାନ୍ଧୀ । ଏଥିସହିତ ଆଉ ଦୁଇ ଜଣ ପ୍ରାର୍ଥୀ ରାଜସ୍ଥାନରୁ ରାଜ୍ୟ ସଭା ନିର୍ବାଚନରେ ଅପ୍ରତିଦ୍ୱନ୍ଦ୍ୱୀ ଭାବେ ନିର୍ବାଚିତ ହୋଇଛନ୍ତି । ଏହି ତିନିଜଣ ସଦସ୍ୟଙ୍କ ମଧ୍ୟରେ କଂଗ୍ରେସର ସୋନିଆ ଗାନ୍ଧୀ ଏବଂ ମଦନ ରାଥୋଡ ଏବଂ ଭାଜପାର ଚୁନିଲାଲ ଗରାସିଆ ନିର୍ବାଚିତ ହୋଇଛନ୍ତି । ସୋନିଆ ଗାନ୍ଧୀଙ୍କ ନିର୍ବାଚନ ପ୍ରମାଣପତ୍ର ସଂଗ୍ରହ କରିବାକୁ ପିସିସି ମୁଖ୍ୟ ଗୋବିନ୍ଦ ଦୋଟାସରା ବିଧାନସଭାରେ ପହଞ୍ଚିଥିଲେ । ଭାଜପାର ମଦନ ରାଥୋଡ …

ରାଜସ୍ଥାନରୁ ସୋନିଆ ଗାନ୍ଧୀ, ମଦନ ରାଥୋଡ, ଚୁନ୍ନିଲାଲ ଗରାସିଆ ରାଜ୍ୟସଭାକୁ ନିର୍ବାଚିତ Read More »

କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ହୋଇପାରନ୍ତି ସୋନିଆ

ନୂଆଦିଲ୍ଲୀ: ରାଜସ୍ଥାନର ତିନୋଟି ଆସନରେ ହେବାକୁ ଥିବା ରାଜ୍ୟ ସଭା ନିର୍ବାଚନ ପାଇଁ ଭାଜପା ଓ କଂଗ୍ରେସ ବ୍ୟସ୍ତ ଅଛନ୍ତି । ଗୋଟିଏ ପଟେ ଯେଉଁଠି ଭାଜପା ପକ୍ଷରୁ ହାଇକମାଣ୍ଡ ନିଷ୍ପତ୍ତି ନେବେ । ଏଥର କଂଗ୍ରେସର ଏକ ନାମ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିପାରେ । ଚର୍ଚ୍ଚା ହେଉଛି ଦଳର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଦଳର ପ୍ରାର୍ଥୀ ହୋଇପାରନ୍ତି କିମ୍ବା ତାଙ୍କ ବ୍ୟତୀତ ଅନ୍ୟ କୌଣସି ଭେଟେରାନ ନେତା ରାଜସ୍ଥାନରୁ ଉପର ଗୃହକୁ ଯିବେ । …

କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ହୋଇପାରନ୍ତି ସୋନିଆ Read More »

ବ୍ୟକ୍ତିଗତ କାମରେ ଗୋଆରେ ସୋନିଆ

ନୂଆଦିଲ୍ଲୀ : ଗୋଆରେ ଛୁଟି କାଟୁଛନ୍ତି କଂଗ୍ରେସ ନେତ୍ରୀ ତଥା ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ । ସେ ନିଜର ବ୍ୟକ୍ତିଗତ କାରଣରୁ ଗୋଆ ଗସ୍ତରେ ଅଛନ୍ତି । ସେ ଡାବୋଲିମ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିିବା ପରେ ସିଧା ଦକ୍ଷିଣ ଗୋଆର ଏକ ରିସୋର୍ଟକୁ ଯାଇଛନ୍ତି । ଏହି ସମୟରେ କୌଣସି ଦଳୀୟ କାର୍ଯ୍ୟକ୍ରମ କିମ୍ବା ସଭା ନ ଥିବାରୁ ସେ ବ୍ୟକ୍ତିଗତ କାରଣରୁ ଗୋଆ ଯାଇଥିବା କୁହାଯାଉଛି । ସେଠାରେ ସେ କିଛିଦିନ ଛୁଟି କଟାଇବେ …

ବ୍ୟକ୍ତିଗତ କାମରେ ଗୋଆରେ ସୋନିଆ Read More »

ତେଲେଙ୍ଗାନାରୁ ନିର୍ବାଚନ ଲଢିପାରନ୍ତି ସୋନିଆ ଗାନ୍ଧୀ

ହାଇଦ୍ରାବାଦ: ତେଲେଙ୍ଗାନାରୁ ଲୋକସଭା ନିର୍ବାଚନ ଲଢିପାରନ୍ତି ସୋନିଆ ଗାନ୍ଧୀ । ତେଲେଙ୍ଗାନା ବିଧାନସଭା ନିର୍ବାଚନର ବିଜୟରେ ଉତ୍ସାହିତ ହୋଇ ସ୍ଥାନୀୟ କଂଗ୍ରେସ ନେତାମାନେ ସୋନିଆ ଗାନ୍ଧୀଙ୍କୁ ୨୦୨୪ ଲୋକ ସଭା ନିର୍ବାଚନ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ନିବେଦନ କରିଛନ୍ତି । ତେଲେଙ୍ଗାନା କଂଗ୍ରେସର ରାଜନୈତିକ ବ୍ୟାପାର କମିଟି (ପିଏସି) ମଧ୍ୟ ଏହାର ବୈଠକରେ ଏହି ସମ୍ପର୍କରେ ଏକ ପ୍ରସ୍ତାବ ମଧ୍ୟ ପାରିତ କରିଛି । ବିଜୟରେ ଉତ୍ସାହିତ ହୋଇ କଂଗ୍ରେସ ନେତାମାନେ ଦେଇଛନ୍ତି ଏହି ପ୍ରସ୍ତାବ ନିକଟରେ …

ତେଲେଙ୍ଗାନାରୁ ନିର୍ବାଚନ ଲଢିପାରନ୍ତି ସୋନିଆ ଗାନ୍ଧୀ Read More »

sonia gandhi, smriti irani, congress vs bjp, rashtrapatni remark, adhir ranjan choudhary, ramadevi, nirmala sitharaman, rama devi, sansad, rising odisha, odia blog

ସୋନିଆ ଓ ସ୍ମୃତିଙ୍କ ମଧ୍ୟରେ କ’ଣ ହୋଇଥିଲା ? ଜାଣନ୍ତୁ ତିନି ମହିଳା ନେତ୍ରୀଙ୍କ ମୁହଁରୁ..

କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀଙ୍କ ମଧ୍ୟରେ ସଂସଦ ମଧ୍ୟରେ କଥା କଟାକଟିକୁ ନେଇ ରାଜନୀତି ବେସ ଗରମ ଅଛି । ଦାବି କରାଯାଉଛି ଯେ, ସୋନିଆ ସ୍ମୃତିଙ୍କୁ କାଳେ କହିଥିଲେ ୟୁ ଡୋଣ୍ଟ୍ ଟକ୍ ଟୁ ମି । ମାନେ ତୁମେ ମୋ ସହିତ କଥା ହୁଅନି । କଥିତ ଭାବେ ସୋନିଆ ସ୍ମୃତିଙ୍କୁ ଏଭଳି କହୁଥିବା ବେଳେ ଉଭୟ ଲୋକସଭା ବାଚସ୍ପତିଙ୍କ ଆସନ ପାଖରେ ଥିଲେ । ସେତେବେଳେ …

ସୋନିଆ ଓ ସ୍ମୃତିଙ୍କ ମଧ୍ୟରେ କ’ଣ ହୋଇଥିଲା ? ଜାଣନ୍ତୁ ତିନି ମହିଳା ନେତ୍ରୀଙ୍କ ମୁହଁରୁ.. Read More »

prashant kishore, congress, plan, mission 2024, sonia gandhi, rahul gandhi, rising odisha, odia blog

PK ଦେଲେ ପ୍ଲାନ୍ ୩୭୦, ଏମିତି ଦିଲ୍ଲୀ ଦଖଲ କରିବ କଂଗ୍ରେସ, ଓଡ଼ିଶାକୁ ନେଇ କ’ଣ କହିଲେ ପ୍ରଶାନ୍ତ ?

୨୦୧୪ରୁ କ୍ଷମତା ବନବାସରେ ଥିବା କଂଗ୍ରେସକୁ ଭୋଟ୍ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ଓରଫ ପିକେ ଦେଇଛନ୍ତି ମାଷ୍ଟର ପ୍ଲାନ୍ । ଯାହାର ନାମ ହେଉଛି ‘ପ୍ଲାନ୍ ୩୭୦’ । ଏହି ପ୍ଲାନ୍ ଅନୁଯାୟୀ କାମ କଲେ କଂଗ୍ରେସର ଆଛେଦିନ ପୁଣିଥରେ ଫେରିବ ବୋଲି କାଳେ ପ୍ରଶାନ୍ତ କହିଛନ୍ତି । ଶନିବାର ଦିନ ସୋନିଆ ଓ ରାହୁଲ ଗାନ୍ଧୀଙ୍କ ସହିତ ବୈଠକ କାଳରେ ପିକେ ଏହି ରିପୋର୍ଟ ପ୍ରଦାନ କରିଛନ୍ତି । ଏହି ବୈଠକରେ କଂଗ୍ରେସର ବାକି ବରିଷ୍ଠ …

PK ଦେଲେ ପ୍ଲାନ୍ ୩୭୦, ଏମିତି ଦିଲ୍ଲୀ ଦଖଲ କରିବ କଂଗ୍ରେସ, ଓଡ଼ିଶାକୁ ନେଇ କ’ଣ କହିଲେ ପ୍ରଶାନ୍ତ ? Read More »

Scroll to Top
Close Bitnami banner
Bitnami