c-60 commando force, maharashtra gadchiroli, maoists killed in encounter, commando 60 force, rising odisha

୨୬ ମାଓବାଦୀଙ୍କୁ ନିପାତ କରିଥିବା C-60 ଫୋର୍ସ ବାବଦରେ ଜାଣନ୍ତୁ

ମହାରାଷ୍ଟ୍ରର ଗଡ଼ଚିରୋଲିରେ ଶନିବାର ଦିନ ସୁରକ୍ଷାବଳଙ୍କ ସହିତ ସଂଘର୍ଷରେ ୨୬ ମାଓବାଦୀ ନିପାତ ହୋଇଛନ୍ତି । ସର୍ବହରାଙ୍କ ସରକାର କଥା କହି ସାଧାରଣ ଲୋକଙ୍କ ହତ୍ୟା କରୁଥିବା ମାଓବାଦୀଙ୍କୁ ଶନିବାର ବଡ଼ ଝଟକା ଲାଗିଛି କାରଣ ନିହତଙ୍କ ମଧ୍ୟରେ ଅଛନ୍ତି ୫୦ ଲକ୍ଷ ଟଙ୍କାର ପୁରସ୍କାର ଥିବା ଜଣେ ମାଓ କମାଣ୍ଡର । ମହାରାଷ୍ଟ୍ରର ଗଡ଼ଚିରୋଲିରେ ସକ୍ରିୟ ଥିବା ମାଓବାଦୀଙ୍କ ପାଇଁ କାଳ ହେଉଛନ୍ତି ଏହି ସି-ସିକ୍ଟିଟି କମାଣ୍ଡୋ ଫୋର୍ସ । ତେବେ କ’ଣ ପାଇଁ ମାଓବାଦୀ …

୨୬ ମାଓବାଦୀଙ୍କୁ ନିପାତ କରିଥିବା C-60 ଫୋର୍ସ ବାବଦରେ ଜାଣନ୍ତୁ Read More »