cm naveen patnaik

odisha mo parivar, cm naveen patnaik, odisha govt, mo sarkar. naveen odisha, cmo odisha, odia blog, rising odisha

ନିସାରନ ବିବିଙ୍କ ପାର୍ଥିବ ଶରୀର ଘରକୁ ଆଣିବାରେ ସହାୟ ହେଲା ଓଡିଶା ମୋ ପରିବାର

ଅର୍ଥ ଅଭାବରୁ ଶେଷକୃତ୍ୟ ପାଇଁ ହସ୍ପିଟାଲରୁ ଘରକୁ ଫେରି ପାରୁନଥିଲା ମୃତ ମୁସଲିମ୍ ମହିଳାଙ୍କ ଶବ, ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ସହାୟତାର ହାତ ବଢ଼ାଇଥିଲା ଓଡ଼ିଶା ମୋ ପରିବାର। ନିଜ ଜନ୍ମସ୍ଥାନକୁ ଫେରିଲା ପାର୍ଥିବଶରୀର । ସୂଚନାନୁସାରେ,ଭଦ୍ରକ ଜିଲ୍ଲା ଧାମନଗର ଅଞ୍ଚଳର ୭୨ବର୍ଷୀୟା ବାସିନ୍ଦା ନିସାରନ ବିବି ହୃଦ୍ ରୋଗରେ ପୀଡ଼ିତ ହୋଇ ଭୁବନେଶ୍ବରସ୍ଥିତ ସନ୍ସାଇନ୍ ହସ୍ପିଟାଲ୍ ରେ ଭର୍ତ୍ତି ହୋଇଥିଲେ। ତାଙ୍କର ଚିକିତ୍ସା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଅଧୀନରେ ଚାଲିଥିଲା। ଦୁର୍ଭାଗ୍ୟବଶତଃ, …

ନିସାରନ ବିବିଙ୍କ ପାର୍ଥିବ ଶରୀର ଘରକୁ ଆଣିବାରେ ସହାୟ ହେଲା ଓଡିଶା ମୋ ପରିବାର Read More »

odisha cm, naveen patnaik, newspaper hawkers, social security, odisha, odia newspapers, rising odisha

ଖବର କାଗଜ ହକରଙ୍କୁ ମିଳିବ ସାମାଜିକ ସୁରକ୍ଷା, ଆଲୋଚନାର ଗୋଟିଏ ଦିନ ପରେ ଉପହାର

ଖବର କାଗଜ ହକରଙ୍କୁ ଓଡ଼ିଶା ସରକାର ସାମାଜିକ ସୁରକ୍ଷା ପ୍ରଦାନ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଦିନ ଏନେଇ ଯେଉଁ ଘୋଷଣ କରିଛନ୍ତି ତାହା ହୁଏତ ପୁରା ଦେଶରେ ପ୍ରଥମ । ଖବର କାଗଜକୁ ଲୋକଙ୍କ ପାଖରେ ପହଂଚାଇବାରେ ପ୍ରମ୍ମୁଖ ଭୂମିକା ଗ୍ରହଣ କରିଥାନ୍ତି ହକର । ଖରା, ବର୍ଷା, ବାତ୍ୟା ହେଉ କି ବନ୍ୟା ହକର ସବୁବେଳ ଖବର କାଗଜ ଲୋକଙ୍କ ପାଖରେ ପଂହଚାଇଥାନ୍ତି । ବର୍ଷକ ୩୬୫ ଦିନ । ବିନା …

ଖବର କାଗଜ ହକରଙ୍କୁ ମିଳିବ ସାମାଜିକ ସୁରକ୍ଷା, ଆଲୋଚନାର ଗୋଟିଏ ଦିନ ପରେ ଉପହାର Read More »

BSKY, smart health card, naveen patnaik, biju swasthya kalyan yojana, biju swasthya yojana, bsky smart card, rising odisha

ସ୍ୱାସ୍ଥ୍ୟସେବାରେ ମାଇଲଖୁଣ୍ଟ

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ମାଗଣା ସ୍ୱାସ୍ଥ୍ୟସେବା ସୁସ୍ଥ ଓଡ଼ିଶା ସୁଖୀ ଓଡ଼ିଶା। ରାଜ୍ୟର ପ୍ରତିଟି ଗରିବ ପରିବାର ପାଇବେ ଗୁଣାତ୍ମକ ସ୍ୱାସ୍ଥ୍ୟସେବା। ଅର୍ଥ ଅଭାବରୁ ଚିକିତ୍ସା ସେବାରୁ କେହି ବଞ୍ଚିତ ହେବେନି। ଏହାକୁ ଫୋକସ୍ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ ଆରମ୍ଭ କରିଥିଲେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସକେୱାଇ)। ଏବେ ଏ ଯୋଜନାରେ ହୋଇଛି ନବକଳେବର। ହିତାଧିକାରୀଙ୍କୁ ମିଳୁଛି ସ୍ୱାର୍ଟ ହେଲଥ୍ କାର୍ଡ। ରାଜ୍ୟର ୯୬ ଲକ୍ଷ ପରିବାରର ସାଢ଼େ ୩ କୋଟି …

ସ୍ୱାସ୍ଥ୍ୟସେବାରେ ମାଇଲଖୁଣ୍ଟ Read More »

Scroll to Top
Close Bitnami banner
Bitnami