chinese army

nuctech, chinese govt, data breach, security threat, europe, china army, rising odisha, odia blog

ଚୀନର ଗୋଟିଏ କମ୍ପାନିକୁ ନେଇ ୟୁରୋପରେ ଆତଙ୍କ ! କମ୍ପାନୀ ପଛରେ ଲାଲ୍ ସେନା ?

ଚୀନ କମ୍ପାନୀଙ୍କ ବିରୋଧରେ ଗୁଇନ୍ଦାଗିରି ଅଭିଯୋଗ କିଛି ନୂଆ ନୁହେଁ । ଏବେ ଚୀନର ଆଉ ଗୋଟିଏ କମ୍ପାନୀ ବିରୋଧରେ ଗୁଇନ୍ଦାଗିରିର ଅଭିଯୋଗ ଆସିଛି । ଖାଲି ଆସିନାହିଁ ଏହି କମ୍ପାନୀକୁ ନେଇ ୟୁରୋପର ଅନେକ ଦେଶର ଆତଙ୍କ ସୃଷ୍ଟି ହୋଇଛି । କାରଣ ଏହି କମ୍ପାନୀ ଦ୍ୱାରା ତିଆରି ଉପକରଣକୁ ୟୁରୋପୀୟ ରାଷ୍ଟ୍ର ସବୁ ସୁରକ୍ଷା ପାଇଁ ବ୍ୟବହାର କରନ୍ତି । ଚିନ୍ ସେନା ଏହି କମ୍ପାନୀକୁ ନିୟନ୍ତ୍ରଣ କରୁଛି ବୋଲି ସୂଚନା ମିଳିବା ପରେ …

ଚୀନର ଗୋଟିଏ କମ୍ପାନିକୁ ନେଇ ୟୁରୋପରେ ଆତଙ୍କ ! କମ୍ପାନୀ ପଛରେ ଲାଲ୍ ସେନା ? Read More »

tibet, china, tibetan family, china tibet, india china border, doklam chumbi valley, rising odisha

ତିବ୍ବତର ଯୁବକଙ୍କୁ ବଳପୂର୍ବକ ସେନାରେ ଭର୍ତ୍ତି କରୁଛି ଚୀନ୍

ଦୁନିଆର ସବୁଠାରୁ ଶକ୍ତିଶାଳୀ ସେନା ତିଆରି କରିବାର ସ୍ୱପ୍ନ ଦେଖୁଥିବା ଚୀନ୍ ଏବେ ଏଥିପାଇଁ ନିଜ ନାଗରିକଙ୍କ ଉପରେ ଅତ୍ୟାଚାର କରିବାକୁ ପଛାଉ ନାହିଁ । ଡ୍ରାଗନ ଏବେ ତିବ୍ବତର ନାଗରିକଙ୍କୁ ବଳପୂର୍ବକ ସେନାରେ ସାମିଲ କରୁଛି । କମ୍ୟୁନିଷ୍ଟ ସରକାର ଏବେ ନୂଆ ଫର୍ମାନ ଜାରି କରିଛି । ଏହି ଫର୍ମାନ ଅନୁସାରେ ପ୍ରତିଘରୁ ଜଣେ ସେନାରେ ସାମିଲ ହେବାକୁ ବାଧ୍ୟ । ଏକ ଗୁପ୍ତ ରିପୋର୍ଟରୁ ଏହି ତଥ୍ୟ ସାମ୍ନାକୁ ଆସିଛି । ୧୮ରୁ …

ତିବ୍ବତର ଯୁବକଙ୍କୁ ବଳପୂର୍ବକ ସେନାରେ ଭର୍ତ୍ତି କରୁଛି ଚୀନ୍ Read More »

China, Japan, chinese army, china navy, one child policy in china, chinese army low confidence, Indian army, rising odisha

ଯୁଦ୍ଧ ହେଲେ ଚୀନ୍ ନୌସେନା ବନ୍ଦର ଛାଡିବ ନାହିଁ, କାହିଁକି ଏମିତି ଦାବି କଲା ଜାପାନ ?

ଚୀନ୍ ନିଜ ଅସ୍ତ୍ରଭଣ୍ଡାରରେ ଆଧୁନିକ ଓ ବିପଜ୍ଜନକ ଅସ୍ତ୍ର ମହଜୁଦ କରିବାରେ ଲାଗିଛି । ଅଧିକରୁ ଅଧିକ ଜାହାଜ ତିଆରି କରୁଛି । ପରମାଣୁ ବୁଡାଜାହଜକୁ ମୁତ୍ତୟନ କରୁଛି । ଡ୍ରାଗନ ସେନା ପାଖରେ ସବୁ ଅଛି କିନ୍ତୁ ଖାଲି ନାହିଁ ଆତ୍ମବିଶ୍ୱାସ । ଏମିତି ଦାବି କରିଛି ଜାପାନ । ଜାପାନର ଦାବି ଯେ, ଚୀନ ବଡ଼ ବଡ଼ ଯୁଦ୍ଧ ଜାହାଜ ତିଆରି କରୁଛି, ମିଶାଇଲ ଲଂଚ୍ କରୁଛି ସତ କିନ୍ତୁ ପ୍ରକୃତ ଯୁଦ୍ଧ ବେଳେ …

ଯୁଦ୍ଧ ହେଲେ ଚୀନ୍ ନୌସେନା ବନ୍ଦର ଛାଡିବ ନାହିଁ, କାହିଁକି ଏମିତି ଦାବି କଲା ଜାପାନ ? Read More »

indian army, ladakh border, LAC, line of actual control, india china faceoff, india china border, rising odisha

ଚୀନକୁ ଯବାବ ଦେବ ଭାରତ, ଲଦ୍ଦାଖରେ ମୁତ୍ତୟନ ହେଲେ ବିଶେଷ ସୈନିକ

ପୂର୍ବ ଲଦ୍ଦାଖରେ ଚୀନର କୌଣସି ପ୍ରକାରର ଚାଲବାଜିର ଉତ୍ତର ଦେବାକୁ ଭାରତୀୟ ସେନା ସେଠାରେ ନିଜର ଏକ ବିଶେଷ ୟୁନିଟକୁ ମୁତ୍ତୟନ କରିଛି । ଚୀନ ସେନାକୁ ମୁହଁତୋଡ ଜବାବ ଦେବାକୁ ଭାରତୀୟ ସେନା କେଇ ମାସ ତଳେ ପୂର୍ବ ଲଦ୍ଦାଖ ଅଂଚଳର ବାସ୍ତବିକ ନିୟନ୍ତ୍ରଣ ରେଖା –ଏଲଏସିର ଉତ୍ତର କମାଣ୍ଡ ଅଂଚଳରେ ଆତଙ୍କବାଦ ବିରୋଧୀ ଅଭିଯାନର ନିୟୋଜିତ ଥିବା ୟୁନିଟକୁ ମୁତ୍ତୟନ କରିଛି । ଆତଙ୍କବାଦ ନିରୋଧୀ ୟୁନିଟକୁ ଆଭ୍ୟନ୍ତରୀଣ ଅଂଚଳରୁ ହଟାଇ ଲଦାଖ ସେକ୍ଟରରେ …

ଚୀନକୁ ଯବାବ ଦେବ ଭାରତ, ଲଦ୍ଦାଖରେ ମୁତ୍ତୟନ ହେଲେ ବିଶେଷ ସୈନିକ Read More »

Scroll to Top
Close Bitnami banner
Bitnami