world's longest lasting light bulb, longest lasting light bulb, centennial light bulb, odiablog, risingodisha

୧୨୩ ବର୍ଷ ହେଲା ଜଳୁଛି ଗୋଟିଏ ବଲବ,ଯାହାର ନାମ ସେଣ୍ଟିନିୟଲ

ଅନ୍ଧାର ଉପରେ ଆଲୋକର ବିଜୟ ଥିଲା ମାନବ ଇତିହାସର ସବୁଠାରୁ ବଡ଼ ଉପଲବ୍ଧି । ଡିବି,ମଶାଲରୁ ଇଲେକ୍ଟ୍ରି ବଲ ହେଉଛି ସେହି ବିଜୟର ଗୋଟିଏ ଗୋଟିଏ ମାଇଲ ଖୁଣ୍ଟ । ଘରେ ଇଲେକ୍ଟ୍ରି ସୁଇଚ୍ ଅନ୍ କରି ଆଲୁଅ ଲଗାଇବା ବେଳେ କେବେ ଭାବିଛନ୍ତି ୧୪୦ରୁ ଅଧିକ ବର୍ଷ ତଳେ ପ୍ରଥମ ଥର ପାଇଁ ଯେତେବେଳେ ରାତିର ଅନ୍ଧାର ଭିତରେ ବଲ୍ ଜଳିଥିବ,ବିନା ତେଲରେ.. କେଉଁ ଭଳି ଥିବ ସେହି ଅନୁଭବ ? ଆଜି ସାଧାରଣ ଲାଗୁଥିବା …

୧୨୩ ବର୍ଷ ହେଲା ଜଳୁଛି ଗୋଟିଏ ବଲବ,ଯାହାର ନାମ ସେଣ୍ଟିନିୟଲ Read More »