russian spy in usa, russian spy news, ukraine latest update, Odiablog, Risingodisha

ବ୍ରିଟେନରେ ଖୁନ୍ଦି ହେଇଛନ୍ତି ଋଷ ଗୁଇନ୍ଦା,ଡ୍ରାଇଭରଠାରୁ ରୋଷେୟା ଦେଉଛନ୍ତି ଖବର !

ୟୁକ୍ରେନକୁ ନେଇ ବ୍ରିଟେନ ଓ ଋଷ ମଧ୍ୟରେ ଛକାପଞ୍ଝା ଚାଲିଛି । ଏହାରି ଭିତରେ ଏମିତି ଗୋଟିଏ ଖବର ଆସିଛି ଯାହା ବ୍ରିଟେନର ଚିନ୍ତା ବଢାଇ ଦେଇଛି । ଏକ ରିପୋର୍ଟ ଅନୁସାରେ ବ୍ରିଟେନରେ ଏବେ ପ୍ରାୟ ଏକ ହଜାର ଋଷ ଗୁଇନ୍ଦା ଅଛନ୍ତି । ଭ୍ଲାଦିମିର ପୁତିନଙ୍କ ଏହି ଗୁଇନ୍ଦାଙ୍କ ଭିତରେ ଅଛନ୍ତି ଡ୍ରାଇଭର,ରୋଷେୟାଙ୍କଠାରୁ ବଡ଼ ବଡ଼ ଅଧିକାରୀ । ଯାହାର ଅର୍ଥ ହେଉଛି ବ୍ରିଟେନର ଗୁପ୍ତ ତଥ୍ୟ ପ୍ରଘଟ ହେବାର ଆଶଙ୍କା ଢେର ରହିଛି …

ବ୍ରିଟେନରେ ଖୁନ୍ଦି ହେଇଛନ୍ତି ଋଷ ଗୁଇନ୍ଦା,ଡ୍ରାଇଭରଠାରୁ ରୋଷେୟା ଦେଉଛନ୍ତି ଖବର ! Read More »