fixed deposit, fd, fd maturity, breaking fd, rising odisha blog

ଅଚାନକ ଟଙ୍କା ଆବଶ୍ୟକ ପଡ଼ିଲେ କ’ଣ କରିବେ, ଏଫଡି ଭାଙ୍ଗିବା ବୁଦ୍ଧିମାନର କାମ ହେବ କି ?

ଟଙ୍କା ଅଚାନକ ଦରକାର ହୁଏ । ଆବଶ୍ୟକତା କହିବୋଲି ଆସେ ନାହିଁ । ଆଉ ଏଭଳି ସମୟରେ ଆପଣଙ୍କୁ ଯେକୌଣସି ମତେ ଟଙ୍କା ଯୋଗାଡ଼ କରିବାକୁ ପଡେ । ଧରି ନିଅନ୍ତୁ ଆପଣଙ୍କୁ ଗୋଟିଏ ଜରୁରୀ କାମ ପାଇଁ ଅଚାନକ ଟଙ୍କାର ଆବଶ୍ୟକତା ପଡୁଛି । ପାଖରେ ଟଙ୍କା ନାହିଁ କିନ୍ତୁ ବ୍ୟାଙ୍କରେ ଗୋଟିଏ ଏଫଡି ଅଛି । ଏମିତିରେ ଆପଣ କ’ଣ କରିବେ ? ଏଫଡିକୁ ଭାଙ୍ଗି ଟଙ୍କା ଉଠାଇବେ କି ? ଏଫଡି ଭାଙ୍ଗି …

ଅଚାନକ ଟଙ୍କା ଆବଶ୍ୟକ ପଡ଼ିଲେ କ’ଣ କରିବେ, ଏଫଡି ଭାଙ୍ଗିବା ବୁଦ୍ଧିମାନର କାମ ହେବ କି ? Read More »