ଫଟୋଗ୍ରାଫରଙ୍କ ଉପରେ ରାଗିଗଲେ ରଣବୀର
ମୁମ୍ବାଇ: ବଲିଉଡ଼ର ଜଣାଶୁଣା ଅଭିନେତା ହେଉଛନ୍ତି ରଣବୀର କପୁର । ସେ ଅନେକ ସମୟରେ ନିଜର ବ୍ୟକ୍ତିଗତ ଓ ପ୍ରଫେସନାଲ ଲାଇଫ୍କୁ ନେଇ ଚର୍ଚ୍ଚାରେ ରହିଥାନ୍ତି । ଫିଲ୍ମରେ ତାଙ୍କ ଅଭିନୟକୁ ଲୋକେ ଯେତିକି ପସନ୍ଦ କରନ୍ତି, ପ୍ରକୃତ ଜୀବନରେ ତାଙ୍କ ବ୍ୟବହାରକୁ ନେଇ ତାଙ୍କୁ ସେତିକି ଟ୍ରୋଲ ବି କରନ୍ତି । ଏବେ ଏହି ହ୍ୟାଣ୍ଡସମ ହିରୋ ଜଣକ ପାଲଟି ଯାଇଛନ୍ତି ଏଙ୍ଗ୍ରି ମ୍ୟାନ୍ । ସର୍ବସମ୍ମୁଖରେ ଦେଖାଇଛନ୍ତି ତାଙ୍କ ରାଗ । ଜଣେ ଫଟୋଗ୍ରାଫରଙ୍କୁ …