କଷ୍ଟକର ଥିଲା ମହାଭାରତର ‘ଦ୍ରୌପଦୀ’ଙ୍କ ବ୍ୟକ୍ତିଗତ ଜୀବନ

ମୁମ୍ବାଇ: ୧୯୯୮ ମସିହାରେ ଛୋଟପରଦାରେ ଆରମ୍ଭ ହୋଇଥିଲା ଧାରାବାହିକ ମହାଭାରତ । ଏହି ଧାରାବାହିକର ପ୍ରତ୍ୟେକ କଳାକାରଙ୍କ ଅଭିନୟକୁ ଲୋକେ ଖୁବ୍ ପସନ୍ଦ କରୁଥିଲେ । ଏଥିରେ ଦ୍ରୌପଦୀଙ୍କ ଭୂମିକାରେ ଅଭିନୟ କରି ଘରେ ଘରେ ପରିଚିତ ହୋଇଥିଲେ ରୂପା ଗାଙ୍ଗୁଲି । ଅଦୃଢ ଅଭିନୟ ସହିତ ଦର୍ଶକଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିଲେ ସେ । ଏହାବ୍ୟତୀତ ସେ ଅନେକ ଧାରାବାହିକ ଓ ଫିଲ୍ମରେ ମଧ୍ୟ ଅଭିନୟ କରିଛନ୍ତି । ସବୁ ଅଭିନୟଠାରୁ …

କଷ୍ଟକର ଥିଲା ମହାଭାରତର ‘ଦ୍ରୌପଦୀ’ଙ୍କ ବ୍ୟକ୍ତିଗତ ଜୀବନ Read More »