bollywood actress isha deol

ଝିଅ ଇଶାର ଛାଡ଼ପତ୍ରକୁ ନେଇ ଦୁଃଖୀ ଅଛନ୍ତି ଧର୍ମେନ୍ଦ୍ର

ମୁମ୍ବାଇ: ଝିଅର ଛାଡ଼ପତ୍ରକୁ ନେଇ ଦୁଃଖୀ ହୋଇପଡ଼ିଛନ୍ତି ବଲିଉଡ଼ ସୁପରଷ୍ଟାର ଅଭିନେତା ଧର୍ମେନ୍ଦ୍ର । କେବଳ ଧର୍ମେନ୍ଦ୍ର ନୁହଁନ୍ତି ଅଭିନେତ୍ରୀ ହେମା ମାଳିିନୀ ମଧ୍ୟ ଝିଅର ଏପରି ଛାଡ଼ପତ୍ରକୁ ନେଇ ଚିନ୍ତିତ ହୋଇପଡ଼ିଛନ୍ତି । ନିଜ ସମ୍ପର୍କକୁ ଆଉ ଥରେ ବଜାୟ ରଖିବା ପାଇଁ ଇଶା ଓ ଭରତ ଆଉଥରେ ଭାବିବା ଉଚିତ୍ ବୋଲି ଧର୍ମେନ୍ଦ୍ର ପରାମର୍ଶ ଦେଇଛନ୍ତି । ପୁନର୍ବାର ଚିନ୍ତା କରିବା ଆବଶ୍ୟକ ବୋଲି ଦେଲେ ପରାମର୍ଶ ବଲିଉଡ ଅଭିନେତା ଧର୍ମେନ୍ଦ୍ର ଓ ହେମା …

ଝିଅ ଇଶାର ଛାଡ଼ପତ୍ରକୁ ନେଇ ଦୁଃଖୀ ଅଛନ୍ତି ଧର୍ମେନ୍ଦ୍ର Read More »

ସ୍ୱାମୀଙ୍କଠାରୁ ଅଲଗା ହେଲେ ହେମାମାଳିନୀଙ୍କ ଝିଅ

ମୁମ୍ବାଇ: ଭାଙ୍ଗିଲା ୧୨ ବର୍ଷର ବୈବାହିକ ସମ୍ପର୍କ । ଦୀର୍ଘ ଦିନ ଧରି ଯାହା ଚର୍ଚ୍ଚା ହେଉଥିଲା ଶେଷରେ ତାହା ସତ ପ୍ରମାଣିତ ହୋଇଛି । ବଲିଉଡ୍ ଅଭିନେତ୍ରୀ ଈଶା ଦେଓଲ ସ୍ୱାମୀ ଭରତ ତଖ୍‌ତାନୀଙ୍କଠାରୁ ଅଲଗା ହୋଇଛନ୍ତି । ଏହି ଖବର ସାମ୍ନାକୁ ଆସିବା ପରେ ସୋସିଆଲ ମିଡ଼ିଆରେ ଖୁବ୍ ଚର୍ଚ୍ଚା ଜୋର ଧ୍‌ରିଛି । ପିଲାଙ୍କ ହିତ ଦୃଷ୍ଟିକୋଣରୁ ନେଇଛୁ ପଦକ୍ଷେପ ବଲିଉଡ ଅଭିନେତା ଧର୍ମେନ୍ଦ୍ର ଓ ହେମା ମାଳିନୀଙ୍କ ଝିଅ ଈଶା ଦେଓଲ …

ସ୍ୱାମୀଙ୍କଠାରୁ ଅଲଗା ହେଲେ ହେମାମାଳିନୀଙ୍କ ଝିଅ Read More »

ସ୍ୱାମୀଙ୍କୁ ଛାଡପତ୍ର ଦେବେ ଇଶା ଦେଓଲ

ମୁମ୍ୱାଇ: ଅଭିନୟ ଜୀବନ ଅପେକ୍ଷା ବ୍ୟକ୍ତିଗତ ଜୀବନ ପାଇଁ ଅଧିକ ଚର୍ଚ୍ଚାରେ ରହିଥାଆନ୍ତି ବଲିଉଡ଼ ଅଭିନେତ୍ରୀ ଇଶା ଦେଓଲ । ଖୁବ୍‌ଶୀଘ୍ର ସେ ତାଙ୍କ ସ୍ୱାମୀଙ୍କୁ ଛାଡ଼ପତ୍ର ଦେବେ ଚର୍ଚ୍ଚା ଜୋର ଧରିଛି । ଏବେ ଇଶାଙ୍କ ବିଷୟରେ ଏଭଳି ଖବର ସାମ୍ନାକୁ ଆସିଛି । ଯାହାକୁ ଶୁଣି ତାଙ୍କ ପ୍ରଶଂସକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଖବର ଅନୁଯାୟୀ ଅଭିନେତ୍ରୀ ତାଙ୍କ ସ୍ୱାମୀ ଭରତ ତଖତାନୀଙ୍କଠାରୁ ଅଲଗା ରହିବା ଆରମ୍ଭ କରି ଦେଇଛନ୍ତି । ସ୍ୱାମୀ ଭରତଙ୍କୁ …

ସ୍ୱାମୀଙ୍କୁ ଛାଡପତ୍ର ଦେବେ ଇଶା ଦେଓଲ Read More »

RSS
Follow by Email
Scroll to Top
Close Bitnami banner
Bitnami