ରେଷ୍ଟୁରାଣ୍ଟରେ ସୋନୁଙ୍କ ବିଲ୍ ପୈଠ କଲେ ଅଜଣା ବ୍ୟକ୍ତି

ମୁମ୍ୱାଇ : କୋଭିଡ ମହାମାରୀ ବେଳେ ଲୋକଙ୍କ ପାଇଁ ଦେବଦୂତ ସାଜିଥିବା ବଲିଉଡ଼ ଅଭିନେତା ସୋନୁ ସୁଦ୍‌ଙ୍କ ସହ ଘଟିଛି ଏକ ଅଜବ ଘଟଣା । ସୋନୁ ସୁଦ୍‌ଙ୍କ ରେଷ୍ଟୁରାଣ୍ଟ ବିଲ୍ ପେମେଣ୍ଟ କରିଛନ୍ତି ଜଣେ ଅଜଣା ବ୍ୟକ୍ତି । ଆଉ ସୋନୁଙ୍କ ପାଇଁ ଛାଡ଼ି ଯାଇଛନ୍ତି ଏକ ନୋଟ୍ । ତେବେ ଏହି ଘଟଣା ଏବେ ସୋସିଆଲ୍ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଖୋଦ୍ ସୋନୁ ସୁଦ୍ ମଧ୍ୟ ଏନେଇ ନିଜ ଇନଷ୍ଟାଗ୍ରାମ ପେଜ୍‌ରେ …

ରେଷ୍ଟୁରାଣ୍ଟରେ ସୋନୁଙ୍କ ବିଲ୍ ପୈଠ କଲେ ଅଜଣା ବ୍ୟକ୍ତି Read More »