ସୁହାନାକୁ ଶ୍ରୀଦେବୀଙ୍କ ପରି କରିବାକୁ ଚାହାଁନ୍ତି ଶାହାରୁଖ
ମୁମ୍ବାଇ: ମୋ ଝିଅକୁ ମୁଁ ଅଭିନେତ୍ରୀ ଶ୍ରୀଦେବୀଙ୍କ ପରି କରିବାକୁ ଚାହେଁ । ସେଥିଲାଗି ମୁଁ ତାକୁ ପ୍ରସ୍ତୁତ ବି କରୁଛି । ଶ୍ରୀଦେବୀଙ୍କୁ ଅନୁସରଣ କରିବାକୁ ତାକୁ ପରାମର୍ଶ ବି ଦେଉଛି । ଏମିତି କିଛି କହିଛନ୍ତି ବଲିଉଡ଼ର କିଙ୍ଗ୍ ଶାହାରୁଖ ଖାନ୍ । ଶାହରୁଖଙ୍କ ଝିଅ ସୁହାନା ଖାନ୍ ଶେଷରେ ଆକ୍ଟିଙ୍ଗରେ ଡେବ୍ୟୁ କରିଛନ୍ତି । ଶୁକ୍ରବାର ‘ଦି ଆର୍ଚିଜ’ ଓଟିଟି ହିଟ କରିଥିଲା, ଯାହାକି ମୁଖ୍ୟ ଅଭିନେତ୍ରୀ ଭାବରେ ସୁହାନାଙ୍କର ପ୍ରଥମ ମୁଭି …
ସୁହାନାକୁ ଶ୍ରୀଦେବୀଙ୍କ ପରି କରିବାକୁ ଚାହାଁନ୍ତି ଶାହାରୁଖ Read More »