bollywood actor akshay kumar

ହଷ୍ଟେଲ ପାଇଁ ୧ କୋଟି ଦାନ କଲେ ଅକ୍ଷୟ କୁମାର

ମୁମ୍ବାଇ: ଉଦୟପୁରର ଏକ ସ୍କୁଲ ହଷ୍ଟେଲ ନିର୍ମାଣ ପାଇଁ ୧ କୋଟି ଟଙ୍କା ଦାନ କଲେ ବଲିଉଡ ଅଭିନେତା ଅକ୍ଷୟ କୁମାର । ସୁଟିଂରୁ କିଛି ସମୟ ବାହାର କରି ସେ ପହଞ୍ôଚଥିଲେ ଖେରୱାରା କ୍ୟାଣ୍ଟନମେଣ୍ଟର ବନବାସୀ କଲ୍ୟାଣ ପରିଷଦ ହଷ୍ଟେଲରେ । ସେ ସ୍କୁଲ ବୁଲି ଦେଖିବା ସହ ପିଲାମାନଙ୍କ ସହ କିଛି ସମୟ କାଟିଥିଲେ । ଯାହାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ପିଲାଙ୍କ ସମସ୍ୟା ପଚାରି …

ହଷ୍ଟେଲ ପାଇଁ ୧ କୋଟି ଦାନ କଲେ ଅକ୍ଷୟ କୁମାର Read More »

ଡିପ୍‌ଫେକ୍‌ର ଶିକାର ହେଲେ ଅକ୍ଷୟ କୁମାର, ଥାନାରେ କଲେ ଅଭିଯୋଗ

ମୁମ୍ୱାଇ: ସାଉଥ୍ ଅଭିନେତ୍ରୀ ରଶ୍ମିକା ମନ୍ଦାନା , ବଲିଉଡ଼ ଅଭିନେତ୍ରୀ କ୍ୟାଟ୍ରିନା କୈଫ,କାଜୋଲ ଏବଂ ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକରଙ୍କ ପରେ ଏବେ ଡ଼ିପ୍‌ଫେକ୍‌ର ଶିକାର ହୋଇଛନ୍ତି ବଲିଉଡ ଖିଲାଡ଼ି ଅକ୍ଷୟ କୁମାର । ଅକ୍ଷୟ କୁମାରଙ୍କ ଏକ ଡକ୍ଟର ଭିଡିଓ ପ୍ରସ୍ତୁତ କରାଯାଇଛି । ଯେଉଁଥିରେ ସେ ଏକ ଖେଳ ପ୍ରୟୋଗକୁ ପ୍ରୋତ୍ସାହିତ କରୁଥିବା ଦେଖାଯାଇଛି । ଏହି ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଏନେଇ ଜଣାପଡ଼ିବା ପରେ …

ଡିପ୍‌ଫେକ୍‌ର ଶିକାର ହେଲେ ଅକ୍ଷୟ କୁମାର, ଥାନାରେ କଲେ ଅଭିଯୋଗ Read More »

ବିଦେଶ ମାଟିରେ ତ୍ରିରଙ୍ଗା ଉଡାଇଲେ ଅକ୍ଷୟ, ଟାଇଗର

ମୁମ୍ବାଇ: ସାଧାରଣତନ୍ତ୍ର ଦିବସ ଅବସରରେ ବିଦେଶ ମାଟିରେ ତ୍ରିରଙ୍ଗା ଉଡାଇଲେ ବଲିଉଡ଼ ଅଭିନେତା ଅକ୍ଷୟ କୁମାର ଓ ଟାଇଗର ଶ୍ରଫ । ଏହାର ଏକ ଭିଡ଼ିଓ ଅକ୍ଷୟ କୁମାର ନିଜେ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି , ଯାହାକୁ ଲୋକେ ଖୁବ୍ ପସନ୍ଦ କରିଛନ୍ତି । ଏହି ଭିଡିଓରେ ଟାଇଗର ଶ୍ରଫ ମଧ୍ୟ ନଜର ଆସିଛନ୍ତି । ଉଭୟ ଷ୍ଟାର ବର୍ତ୍ତମାନ ଜୋର୍ଡାନରେ ସେମାନଙ୍କର ଆଗାମୀ ଫିଲ୍ମ‘ବଡେ ମିୟାଁ ଛୋଟ ମିୟାଁ’ର ଏକ ଗୀତ ଶୁଟିଂ କରୁଛନ୍ତି …

ବିଦେଶ ମାଟିରେ ତ୍ରିରଙ୍ଗା ଉଡାଇଲେ ଅକ୍ଷୟ, ଟାଇଗର Read More »

ଉତ୍ତରକାଶୀ ଟନେଲ ଦୁର୍ଘଟଣାକୁ ନେଇ ଫିଲ୍ମ କରିବେ ଅକ୍ଷୟ କୁମାର

ମୁମ୍ବାଇ: ଉତ୍ତରାଖଣ୍ଡର ଉତ୍ତରକାଶୀ ଜିଲ୍ଲାରେ ଘଟିଥିବା ଟନେଲ ଦୁର୍ଘଟଣାକୁ ନେଇ ନିର୍ମାଣ ହେବ ଫିଲ୍ମ । ଏହି ଫିଲ୍ମଟିକୁ ଖୋଦ୍ ବଲିଉଡ଼ର ଖିଲାଡ଼ି ଅକ୍ଷୟ କୁମାର ନିର୍ମାଣ କରିବେ ବୋଲି ଜଣାଯାଇଛି । ଏହାକୁ ନେଇ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଚର୍ଚ୍ଚା ହେଉଛି । ଟନେଲ୍ ବିଶେଷଜ୍ଞ ଭୂମିକାରେ ଅଭିନୟ କରିବେ ଅକ୍ଷୟ ଟନେଲ ଦୁର୍ଘଟଣାରେ ଫସି ରହିଥିବା ୪୧ ଶ୍ରମିକଙ୍କୁ ବାହାରକୁ ଅଣାଯାଇଛି । ୧୭ଦିନ ଧରି ଚାଲିଥିବା ଖନନ କାର୍ଯ୍ୟ ଶେଷ ହେବା …

ଉତ୍ତରକାଶୀ ଟନେଲ ଦୁର୍ଘଟଣାକୁ ନେଇ ଫିଲ୍ମ କରିବେ ଅକ୍ଷୟ କୁମାର Read More »

କେଇ ମିନିଟ୍ ସ୍କ୍ରିନ୍ ସେୟାର କରିଛନ୍ତି ଶାହାରୁଖ-ଅକ୍ଷୟ

ମୁମ୍ବାଇ: ବଲିଉଡ଼ର ଖିଲାଡ଼ି ଅକ୍ଷୟ କୁମାର ଓ କିଙ୍ଗ୍ ଶାହରୁଖ ଖାନ୍‌ଙ୍କର ବଲିଉଡରେ ଭିନ୍ନ ଭିନ୍ନ ପ୍ରଭାବ ରହିଛି । ଏହି ଦୁହିଁ ଯୋଡ଼ିଙ୍କୁ ଲୋକେ ଏକାଠି ଦେଖିବାକୁ ଚାହାଁନ୍ତି । ହେଲେ ଏପରି ସୁଯୋଗ କେବେ ମିଳେ ନାହିଁ । ଯଦି କେବେ ମିଳିଛି ତାହା କେଇ ସେକେଣ୍ଡ ବା ମିନିଟ୍ ପାଇଁ । ଶାହରୁଖ ଖାନ ନିଜର କେତେଜଣ ସମସାମୟିକ ଅଭିନେତାଙ୍କ ସହ ସ୍କ୍ରିନ୍‌ସେୟାର କରିଛନ୍ତି, ଯେପରି ସଲମାନ ଖାନ ଓ ସୈଫ ଅଲି …

କେଇ ମିନିଟ୍ ସ୍କ୍ରିନ୍ ସେୟାର କରିଛନ୍ତି ଶାହାରୁଖ-ଅକ୍ଷୟ Read More »

akshay kumar, subramaniyam swamy, ram setu movie, bollywood actor, bjp leader, ram setu movie, odia blog, rising odisha

ସୁବ୍ରମଣ୍ୟମଙ୍କ ନିଶାନାରେ କ’ଣ ପାଇଁ ଅକ୍ଷୟ କୁମାର ? ଖିଲାଡିଙ୍କ ସହ କେଉଁଭଳି ଖେଳକରିବା ଚକ୍କରରେ ଅଛନ୍ତି ସ୍ୱାମୀ ?

ସୁବ୍ରମଣ୍ୟମ ସ୍ୱାମୀ । ଭାରତୀୟ ରାଜନୀତିରେ ଏମିତି ଗୋଟିଏ ନାଁ ଯାହାକୁ ସମସ୍ତେ ଡରନ୍ତି । ସୁବ୍ରମଣ୍ୟମ ସ୍ୱାମୀ ଯଦି କାହା ପଛରେ ପଡନ୍ତି ତେବେ କ’ଣ ହୁଏ ତାହା ଜାଣିବାକୁ ହେଲେ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କ ହାଲତ ଉପରେ ନଜର ପକାଇବା ଯଥେଷ୍ଟ । ସୋନିଆ ଓ ପୁଅ ରାହୁଲ ଯଦି ଆଜି ଇଡି ଅଫିସର ଚକର କାଟୁଛନ୍ତି ଓ ଜେଲ ଯିବାର ଡ଼ର ଘାରିଛି ତେବେ ଏହା ପଛରେ ଗୋଟିଏ ନାମ …

ସୁବ୍ରମଣ୍ୟମଙ୍କ ନିଶାନାରେ କ’ଣ ପାଇଁ ଅକ୍ଷୟ କୁମାର ? ଖିଲାଡିଙ୍କ ସହ କେଉଁଭଳି ଖେଳକରିବା ଚକ୍କରରେ ଅଛନ୍ତି ସ୍ୱାମୀ ? Read More »

Scroll to Top
Close Bitnami banner
Bitnami