immortal, Alcor Form Cryonics field, brain death, alcor, cryonics, rising odisha

ମିଳିଗଲା ସଂଜିବନୀ, ଝାଡିଝୁଡି ହୋଇ ଉଠିବ ମୃତ ଶରିର !

ମାନବ ଇତିହାସରେ ଅନେକ ଅନେକ ସମୟରେ ଅମରତ୍ୱ ଚାହିଁଛନ୍ତି । କିନ୍ତୁ କେହି ମଧ୍ୟ କେବେ ବି ଅମରତ୍ୱର ସନ୍ଧାନ ପାଇ ନାହାନ୍ତି । କିନ୍ତୁ ଏବେ ଲାଗୁଛି ମାନବର ଅମର ହେବାର ସ୍ୱପ୍ନ ସାକାର ହେବାକୁ ଯାଉଛି । ଏଥିପାଇଁ ଆମେରିକାର ଏକ କମ୍ପାନୀ ଗୋଟିଏ ପ୍ଲାନ୍ ମଧ୍ୟ ଲଂଚ୍ କରି ସାରିଲାଣି । କମ୍ପାନୀର ଦାବି ଯେ, ସେମାନେ ମୃତ୍ୟୁ ପରେ ମଧ୍ୟ ମଣିଷକୁ ଜୀବିତ ରଖି ପାରିବେ । ତେବେ ଏଥିପାଇଁ ପ୍ରତିବର୍ଷ …

ମିଳିଗଲା ସଂଜିବନୀ, ଝାଡିଝୁଡି ହୋଇ ଉଠିବ ମୃତ ଶରିର ! Read More »