sensitive material warning, cyber crime frauds in india, sextortion news, OdiaBlog, RisingOdisha

ସେକ୍ସଟର୍ସନ୍ କ’ଣ ? କେମିତି ଆପଣ ମଧ୍ୟ ହୋଇପାରନ୍ତି ଏହାର ଶିକାର ଜାଣନ୍ତୁ

ସେକ୍ସଟର୍ସନ୍ ବା ଧମକ ଦେଇ ଟଙ୍କା ଆଦାୟ କରିବା କଥା ଶୁଣିଥିବେ । ଡିଜିଟାଲ ଦୁନିଆର ପହଂଚ ବଢିବା ସହିତ ଏବେ ନିତିଦିନିଆ ଅଭିଦାନ ବା ଡିକ୍ସନାରିରେ ଆଉ ଗୋଟିଏ ଶବ୍ଦ ଯୋଡ଼ି ହୋଇଗଲାଣି । ସେହି ଶବ୍ଦ ହେଉଛି ସେକ୍ସଟର୍ସନ । ସୋସିଆଲ ମିଡିଆ ଯେତିକି ଲୋକପ୍ରିୟ ହେଉଛି ସେକ୍ସଟର୍ସନର ମାମଲା ସେତିକି ବଢିବାରେ ଲାଗିଛି । ଯେଉଁଥିରେ ଅନେକ ବ୍ୟକ୍ତି ଅନଲାଇନ ବ୍ଲାକମେଲିଂର ଶିକାର ହୋଇ ମାନସିକ ଶାନ୍ତ ହରାଇବା ସହିତ ଟଙ୍କା ମଧ୍ୟ …

ସେକ୍ସଟର୍ସନ୍ କ’ଣ ? କେମିତି ଆପଣ ମଧ୍ୟ ହୋଇପାରନ୍ତି ଏହାର ଶିକାର ଜାଣନ୍ତୁ Read More »