ଚିଟ୍‌ଫଣ୍ଡ ଚୋର ପାଲଟିଛନ୍ତି ବିଜେପିର ପୋଷ୍ଟର ବଏ

ଭୁବନେଶ୍ୱର: ନିକଟରେ ଶେଷ ହୋଇଛି ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ । ଏହି ନିର୍ବାଚନ ପରେ ଶୋଚନୀୟ ପରାଜୟ ହେଉଥିବା ଜାଣି ସାରିଲାଣି ରାଜ୍ୟ ବିଜେପି । ଏହାକୁ ନେଇ ନେତାମାନେ ବିଚଳିତ ହୋଇପଡିଛନ୍ତି । ସେମାନେ କ’ଣ କହୁଛନ୍ତି ଆଉ କ’ଣ କରୁଛନ୍ତି ତାହା ବୁଝିପାରୁନାହାନ୍ତି । ରବିବାର ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବ୍ରହ୍ମପୁର ସଂସଦୀୟ କ୍ଷେତ୍ରର ବିଜେଡି ପ୍ରାର୍ଥୀ ତଥା ବରିଷ୍ଠ ନେତା ଭୃଗୁ ବକ୍ସିପାତ୍ର ଓ ବିଜେଡି ମୁଖପାତ୍ର ଡକ୍ଟର ପ୍ରିୟବ୍ରତ ମାଝୀ …

ଚିଟ୍‌ଫଣ୍ଡ ଚୋର ପାଲଟିଛନ୍ତି ବିଜେପିର ପୋଷ୍ଟର ବଏ Read More »