bjd against aparajita sarangi

 ଅପରାଜିତା ସୋଲାର ଲାଇଟରୁ ଖାଇଛନ୍ତି ଦୁଇ କୋଟି କମିସନ

ଭୁବନେଶ୍ୱର : ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଲଗାଇଥିବା ସୋଲାର ଲାଇଟ୍‌ଗୁଡ଼ିକ କିଣି ଦୁଇକୋଟିରୁ ଉର୍ଦ୍ଧ୍ୱ ଟଙ୍କା କମିଶନ ଖାଇଛନ୍ତି । ସୋଲାର ଲାଇଟଗୁଡ଼ିକ ୨୨ହଜାର ଟଙ୍କା ବୋଲି କହୁଥିବା ବେଳେ ସେଗୁଡ଼ିକର ପ୍ରକୃତ ମୂଲ୍ୟ ମାତ୍ର ୧୦/୧୨ ହଜାର ଟଙ୍କା । ଅପରାଜିତା ପ୍ରାୟ ୫ କୋଟି ଟଙ୍କାର ସୋଲାର ଲାଇଟ୍ କିଣି ଦୁଇ କୋଟିରୁ ଅଧିକ ଟଙ୍କା କମିସନ ଖାଇଛନ୍ତି । ଭୁବନେଶ୍ୱରରେ ଆୟୋଜିତ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମରେ ଏଭଳି କହିଛନ୍ତି ଏକଦା ଅପରାଜିତାଙ୍କ …

 ଅପରାଜିତା ସୋଲାର ଲାଇଟରୁ ଖାଇଛନ୍ତି ଦୁଇ କୋଟି କମିସନ Read More »

ଅପରାଜିତା ଷଡ଼ଙ୍ଗୀଙ୍କ ଉପରେ ବର୍ଷିଲେ ବିଜେଡି ମୁଖପାତ୍ର ଇପସିତା ସାହୁ

ଭୁବନେଶ୍ୱର: ବିଜେପିର ଭୁବନେଶ୍ୱର ସାଂସଦ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀଙ୍କ ଉପରେ ପ୍ରବଳ ବର୍ଷିଲେ ବିଜେଡି ମୁଖପାତ୍ର ଇପସିତା ସାହୁ । ଅପରାଜିତାଙ୍କ ଅସଲ ଚେହେରାକୁ ପଦାରେ ପକାଇଲେ ଇପସିତା । ସେ କହିଛନ୍ତି, ଓଡିଆ ସଂସ୍କୃତିର ଜ୍ଞାନ ବାଂଟୁଥିବା ଅପରାଜିତା ଷଡଙ୍ଗୀଙ୍କ ଅସଲ ଚେହେରା ଅତ୍ୟନ୍ତ ସାଂଘାତିକ । ଏକାମ୍ର ପ୍ରକଳ୍ପ କାର୍ଯ୍ୟ ଓ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଅଟକାଇବାକୁ ଷଡଯନ୍ତ୍ର କରିବା ପଛର ପ୍ରମୁଖ କାର୍ପଟଦାର ହେଉଛନ୍ତି ଅପରାଜିତା । ଗତ ୫ ବର୍ଷରେ ଭୁବନେଶ୍ୱର …

ଅପରାଜିତା ଷଡ଼ଙ୍ଗୀଙ୍କ ଉପରେ ବର୍ଷିଲେ ବିଜେଡି ମୁଖପାତ୍ର ଇପସିତା ସାହୁ Read More »

ରାଲିରେ ଛୋଟ ପିଲାଙ୍କୁ ବ୍ୟବହାର କରୁଛନ୍ତି ଅପରାଜିତା

ଭୁବନେଶ୍ୱର : ବାରମ୍ବାର ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ କରିଚାଲିଛନ୍ତି ବିଜେପିର ଭୁବନେଶ୍ୱର ଲୋକସଭା ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ । ଜଣେ ଶିକ୍ଷିତ ମହିଳା ହୋଇ ମଧ୍ୟ ନିଜ ନିର୍ବାଚନ ପ୍ରଚାର ଓ ରାଲିରେ ଛୋଟ ଛୁଆଙ୍କୁ ବ୍ୟବହାର କରି ବାରମ୍ବାର ନିର୍ବାଚନ କମିଶନଙ୍କ ଗାଇଡଲାଇନ ଉଲ୍ଲଘଂନ କରୁଛନ୍ତି । ଯାହାକୁ ନେଇ ପୁଣିଥରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଛନ୍ତି ବିଜେଡିର ଏକ ପ୍ରତିନିଧିଦଳ । ନିର୍ବାଚନ କମିଶନଙ୍କ ନିକଟରେ ଅଭିଯୋଗ କଲା ବିଜେଡ଼ି ଅପରାଜିତା …

ରାଲିରେ ଛୋଟ ପିଲାଙ୍କୁ ବ୍ୟବହାର କରୁଛନ୍ତି ଅପରାଜିତା Read More »

RSS
Follow by Email
Scroll to Top
Close Bitnami banner
Bitnami