ବସ୍ତି ବୁଲିଲେ ମାଇକ୍ରୋସଫ୍ଟ ସହ ପ୍ରତିଷ୍ଠାତା ବିଲ୍ ଗେଟ୍ସ
ଭୁବନେଶ୍ୱର : ଓଡ଼ିଶା ଗସ୍ତରେ ଆସିଛନ୍ତି ମାଇକ୍ରୋସଫ୍ଟର ପ୍ରତିଷ୍ଠାତା ତଥା ବିଶ୍ୱର ଅନ୍ୟତମ ଧନୀ ବିଲ୍ ଗେଟ୍ସ । ସେ ବୁଧବାର ଭୁବନେଶ୍ୱରର ବସ୍ତି ବୁଲିଛନ୍ତି । ବିଲ୍ ଗେଟ୍ସ ଆଜି ସକାଳୁ ଭୁବନେଶ୍ୱର ଲୁମ୍ବିନୀ ବିହାରସ୍ଥିତ ମାଆ ମଙ୍ଗଳା ବସ୍ତି ପରିଦର୍ଶନ କରିଛନ୍ତି । ବସ୍ତି ବୁଲିବା ସହ ବିଲ୍ ଗେଟ୍ସ ଏଠାକାର ଲୋକଙ୍କ ଜୀବନଶୈଳୀ ଓ ସମସ୍ୟା ପଚାରି ବୁଝିଥିଲେ । ଘରକୁ ଘର ଯାଇ ଲୋକଙ୍କ ଜୀବନଶୈଳୀ ପଚାରିବୁଝିଲେ ବିଲ୍ ଗେଟ୍ସ ମାଆ …
ବସ୍ତି ବୁଲିଲେ ମାଇକ୍ରୋସଫ୍ଟ ସହ ପ୍ରତିଷ୍ଠାତା ବିଲ୍ ଗେଟ୍ସ Read More »