bihar cm nitish kumar party

ଆସ୍ଥାଭୋଟରେ ଜିତିଲେ ନୀତିଶ କୁମାର, ବିରୋଧୀ କଲେ କକ୍ଷତ୍ୟାଗ

ପଟନା: ବିହାର ବିଧାନସଭାରେ ଅନୁଷ୍ଠିତ ଆସ୍ଥାଭୋଟରେ ବିଜୟୀ ହୋଇଛନ୍ତି ନୀତିଶ କୁମାର । ତାଙ୍କ ସପକ୍ଷରେ ୧୨୯ଟି ଭୋଟ ପଡ଼ିଥିଲା । ହେଲେ ବିପକ୍ଷରେ କୌଣସି ଭୋଟ ପଡ଼ି ନ ଥିଲା । କାରଣ ବିରୋଧୀ ଦଳ ଆସ୍ଥାଭୋଟ ପୂର୍ବରୁ କକ୍ଷତ୍ୟାଗ କରିଥିଲେ । କେବଳ ଏତିକି ନୁହେଁ, ୩ ଜଣ ଆରଜେଡି ବିଧାୟକ କ୍ରସଭୋଟିଂ କରିଥିବା ଜଣାଯାଇଛି । ଆରଜେଡ଼ିକୁ ଟାର୍ଗେଟ କଲେ ନୀତିଶ ଆସ୍ଥାଭୋଟ ପୂର୍ବରୁ ନୀତିଶ କୁମାର ଗୃହରେ ଆରଜେଡିକୁ ଟାର୍ଗେଟ କରିଥିଲେ …

ଆସ୍ଥାଭୋଟରେ ଜିତିଲେ ନୀତିଶ କୁମାର, ବିରୋଧୀ କଲେ କକ୍ଷତ୍ୟାଗ Read More »

akhilesh yadav, fortuner car, keshab dev maurya, mahan dal party, samajwadi party, rising odisha

ନେତାଙ୍କୁ ଉପହାର ଦେଇ ଫେରସ୍ତ ମାଗିଲେ ଅଖିଳେଶ, ଦୁଇଟି ଫର୍ଚ୍ୟୁନରର କାହାଣୀ

ଉର୍ଦ୍ଦୁ ଭାଷାର ପ୍ରସିଦ୍ଧ କବି ବଶିର ବଦ୍ର ଲେଖିଥିଲେ ଯେ, ‘ଶତ୍ରୁତା ଜମେଇକି କର କିନ୍ତୁ ଯେତେବେଳେ ପୁଣି ବନ୍ଧୁ ହେବା ସେତେବଳେ ଯେମିତି ଲଜ୍ଜିତ ହେବାନି ତା’ର ସମ୍ଭାବନା ମଧ୍ୟ ରଖ’ । ରାଜନୀତିରେ କେହି ସ୍ଥାୟୀ ମିତ୍ର ନଥାଏ କି କେହି ସ୍ଥାୟୀ ଶତ୍ରୁ । ମତବାଦ ଦୃଷ୍ଟିରୁ ଆପଣଙ୍କର ଅଲଗା ଦଳରେ ଥିବା ନେତାଙ୍କ ସହିତ ମତଭେଦ ରହିପାରେ ସତ କିନ୍ତୁ ମନଭେଦ ରହିବା ଠିକ୍ ନୁହେଁ । ରାଜନୀତିରେ ନୂଆ ସମ୍ପର୍କ …

ନେତାଙ୍କୁ ଉପହାର ଦେଇ ଫେରସ୍ତ ମାଗିଲେ ଅଖିଳେଶ, ଦୁଇଟି ଫର୍ଚ୍ୟୁନରର କାହାଣୀ Read More »

Scroll to Top
Close Bitnami banner
Bitnami