bhubaneswar

debika debasmita, bhubaneswar, dumduma area, school student, feeding stray animals, distrbuting foods, social work, rising odisha

ଜୀବଜନ୍ତୁଙ୍କ ସେବାରେ ଛାତ୍ରୀ

କରୋନା ମହାମାରୀ ଯୋଗୁ ସମାଜରେ ମଣିଷ ଏବଂ ଜୀବଜନ୍ତୁମାନେ ଦୁର୍ଦ୍ଦିନ ଦେଇ ଗତି କରୁଛନ୍ତି । ଏଭଳି ସମୟରେ ବିଭିନ୍ନ ବ୍ୟକ୍ତି ଓ ସାମାଜିକ ସଂଗଠନ ଆଗେଇ ଆସି ସହଯୋଗର ହାତ ବଢ଼ାଇଥିବା ଦେଖିବାକୁ ମିଳୁଛି । କିନ୍ତୁ ଏଭଳି ଜଣେ ୯ମ ଶ୍ରେଣୀର ଛାତ୍ରୀ କେବଳ ମହାମାରୀ ସମୟରେ ନୁହେଁ ବରଂ ପିଲାବେଳୁ ସମାଜ ସେବା ପାଇଁ ଅଂଟା ଭିଡ଼ିଛନ୍ତି । ସେ ହେଉଛନ୍ତି ରାଜଧାନୀ ଉପକଣ୍ଠ ଡୁମୁଡୁମା ଅଂଚଳର ଦେବିକା ଦେବସ୍ମିତା । ସେ …

ଜୀବଜନ୍ତୁଙ୍କ ସେବାରେ ଛାତ୍ରୀ Read More »

gourab jena, autism, disabled, bhubaneswar, craft skills, hastashilpi, rising odisha, we4you, we4you ability bazar

କ୍ରାଫ୍ଟ କାମରେ ତାଙ୍କର ପ୍ରଗାଢ଼ ନିଶା

ଦୁନିଆ ତଥା ସମାଜ ବିଷୟରେ ଅଧିକ ଜାଣିବା ତାଙ୍କ ଦୁନିଆ ବାହାରେ । କଥା କହିବା କି କୌଣସି କଥାକୁ ସହଜରେ ଗ୍ରହଣ କରିବା ତାଙ୍କ ପକ୍ଷେ କଷ୍ଟକର । ଏମିତିକି ନିଜ ଭାବ ପ୍ରକାଶ କରିବାରେ ମଧ୍ୟ ସେ ଅକ୍ଷମ । ମାତ୍ର କ୍ରାଫ୍ଟ ୱାର୍କ ପ୍ରତି ତାଙ୍କର ପ୍ରଗାଢ଼ ନିଶା । ନା ଏଥିପାଇଁ ସେ କୌଣସି ଶିକ୍ଷା ଗ୍ରହଣ କରିଛନ୍ତି ନା ପ୍ରଶିକ୍ଷଣ ନେଇଛନ୍ତି । କେବଳ ଅଭ୍ୟାସ ଯୋଗୁ ହିଁ ସବୁ …

କ୍ରାଫ୍ଟ କାମରେ ତାଙ୍କର ପ୍ରଗାଢ଼ ନିଶା Read More »

chandana swain, bhubaneswar, Odisha, caretaker, orphan childrens, rising odisha

ଅସହାୟ ପିଲାଙ୍କ ସାହାରା ଚନ୍ଦନା

ଇଚ୍ଛା ଥିଲା ଓକିଲ ହୋଇ ନିର୍ଯାତିତ, ଅସହାୟ, ଅବହେଳିତ ମହିଳାଙ୍କୁ ନ୍ୟାୟ ଦେବା । ଯଦିଓ ଏହି ଇଚ୍ଛା ତାଙ୍କର ଇଚ୍ଛାରେ ରହିଲା, ତଥାପି ସେ ଏବେ ସାଜିଛନ୍ତି ଏକାଧିକ ଅସହାୟ ପିଲାଙ୍କ ମା’ । ଅଭାବ ଅନଟନରେ ଯୁଝି ହେଉଥିବା ଏହି ପିଲାଙ୍କୁ ପଣତ ଛାୟାର ସାହାରା ଦେଇଛନ୍ତି ଭୁବନେଶ୍ୱରର ଚନ୍ଦନା ସ୍ୱାଇଁ । ଘର ତଥା ପରିବାରର କର୍ତବ୍ୟ ଭିତରେ ୩୦ ଜଣ ଅନାଥ ପିଲାଙ୍କ ପ୍ରତି କେବେ ବି କମି ନାହିଁ ତାଙ୍କର …

ଅସହାୟ ପିଲାଙ୍କ ସାହାରା ଚନ୍ଦନା Read More »

saroj kumar rout, bhubaneswar, ceramic artist, odisha culture and history, rising odisha

ମାଟି କହୁଛି କଥା, ଗାଥା ଓ କାହାଣୀ

ମାଟିକୁ ସେ ଦିଅନ୍ତି ଜୀବନ୍ତ ରୂପ । ମାଟିରେ ଓଡ଼ିଶାର କଳା ସଂସ୍କୃତି, ଐତିହ୍ୟର କଥା କୁହନ୍ତି । ଆଉ କେତେବେଳେ ତାଙ୍କ ମାଟି କଥା କହିଥାଏ ଆଧ୍ୟାତ୍ମିକ, ପାରମ୍ପରିକ ଓ ସମସାମୟିକ କାହାଣୀ । ସେ ଆଦିବାସୀ ସଂସ୍କୃତିର କଥା ଅବା ଜଗନ୍ନାଥଙ୍କ ନବକଳେବର କିମ୍ବା ଶ୍ରୀକୃଷ୍ଣଙ୍କ ଲୀଳାର ଗାଥା ସବୁକୁ ସେ ଅତି ନିଖୁଣ ଭାବରେ ମାଟିରେ ପ୍ରସ୍ଫୁଟିତ କରିପାରନ୍ତି । ସେ ହେଉଛନ୍ତି ସରୋଜ କୁମାର ରାଉତ । ଭୁବନେଶ୍ୱର ଗଣ୍ଡମୁଣ୍ଡାରେ ରହିଛି …

ମାଟି କହୁଛି କଥା, ଗାଥା ଓ କାହାଣୀ Read More »

prabodh kumar nayak, odisha, khandagiri slum, robot, robotics, humanoid robot, unmukt foundation bhubaneswar, rising odisha

ବସ୍ତିର ଉଜ୍ଜ୍ୱଳ ତାରକା ପ୍ରବୋଧ

ବର୍ଜ୍ୟବସ୍ତୁରୁ ନିଆରା ଉଦ୍ଭାବନ । କୁନି ବୟସରେ ତାଙ୍କର ବୈଜ୍ଞାନିକ ଚିନ୍ତାଧାରା ଏତେ ଶକ୍ତିଶାଳୀ ଯେ, ନିଜର ସୃଜନଶୀଳତା ତାଙ୍କୁ ବିଜ୍ଞାନ ସୃଷ୍ଟି କରିବାର ରାସ୍ତା ଦେଖାଇଛି । ଅଦରକାରୀ ସାମଗ୍ରୀକୁ ଉପଯୋଗ କରି ସେଥିରେ ବିଜ୍ଞାନର କୌଶଳକୁ ଖଟାଇ ସେ ତିଆରି କରିଛନ୍ତି ରୋବଟ୍ । ଯାହା ମଣିଷ ପରି କାମ କରିପାରୁଛି । ଏହି ୧୫ ବର୍ଷୀୟ ପ୍ରବୋଧ କୁମାର ନାୟକ ରହନ୍ତି ଭୁବନେଶ୍ୱର ଖଣ୍ଡଗିରିବାରୀ ବସ୍ତିରେ । ଜାଗମରା ହାଇସ୍କୁଲରେ ପଢ଼ନ୍ତି । …

ବସ୍ତିର ଉଜ୍ଜ୍ୱଳ ତାରକା ପ୍ରବୋଧ Read More »

deepti ranjan rout, sai international school, jharpada, rap song, covid warriors tribute, covid warriors, odisha, rising odisha

‘ରାପ୍‌’ରେ କୋଭିଡ୍ ଯୋଦ୍ଧାଙ୍କୁ ସମ୍ମାନ

ମହାମାରୀ ସମୟରେ ଗୃହବନ୍ଦୀ ହୋଇ ରହିଥିବା ଛାତ୍ରଛାତ୍ରୀଙ୍କ ପାଇଁ ବିଭିନ୍ନ କଳାକୌଶଳ ପ୍ରଦର୍ଶନ କରିବାର ସୁଯୋଗ ଆଣିଦେଇଛି । ଏହାର ସୁଯୋଗ ନେଇ ସାଇ ଇଂଟରନ୍ୟାସନାଲ ସ୍କୁଲର ଛାତ୍ର ଦୀପ୍ତିରଂଜନ ରାଉତ ଅତି ଚମତ୍କାର ଭାବେ କରୁଛନ୍ତି ରାପ୍ । କୋଭିଡ୍ ଯୋଦ୍ଧାଙ୍କୁ ସମ୍ମାନ ଜଣାଇ ଶୁଦ୍ଧ ଓଡ଼ିଆ ଓ ହିନ୍ଦୀ ଭାଷାରେ ଝାରପଡ଼ା ଅଂଚଳର ଦୀପ୍ତିଙ୍କ ଦ୍ୱାରା ପ୍ରସ୍ତୁତ ରାପ୍ ବେଶ ମନମୁଗ୍ଧକର ହୋଇଛି । ଗତ ବର୍ଷେ ହେବ ସାମାଜିକ କଥାବସ୍ତୁକୁ ନେଇ ତାଙ୍କର …

‘ରାପ୍‌’ରେ କୋଭିଡ୍ ଯୋଦ୍ଧାଙ୍କୁ ସମ୍ମାନ Read More »

smruti ranjan nayak, kendrapara, kendrpada, OPUS, odisha patita udhar samiti, painting, bhubaneswar unit 6

ଭିକ୍ଷାଥାଳି ବଦଳରେ ରଙ୍ଗତୂଳୀ

ମୁଣ୍ଡରେ ଲମ୍ବା ଚୁଟି, କଳା ମିଟିମିଟି ଶରୀର ଏବଂ ଦେହରେ ଗାମୁଛା ଖଣ୍ଡେ ହେଉଛି ତାଙ୍କର ସମ୍ବଳ । କିନ୍ତୁ ତାଙ୍କ ହାତସ୍ପର୍ଶର ଯାଦୁକରୀ ଦେଖିଲେ ଯେକେହି ଭାବିବେ ସେ ଜଣେ ଅଭିଜ୍ଞ ଚିତ୍ରକର । ଦିନେ ଯେଉଁ ହାତରେ ଥିଲା ଭିକ୍ଷାଥାଳି, ଆଜି ସେହି ହାତରେ ସେ ଅତି ନିଖୁଣଭାବେ ଆଙ୍କି ଚାଲିଛନ୍ତି ରଙ୍ଗତୂଳୀରେ ସୁନ୍ଦର ଚିତ୍ର । ତାଙ୍କ ଅଦ୍ଭୁତ କଳାକୃତିର ଏହି ଚିତ୍ର ଦେଖିଲେ କେହି ବି ବିଶ୍ୱାସ କରିପାରିବେନି ସେ ଦିନେ …

ଭିକ୍ଷାଥାଳି ବଦଳରେ ରଙ୍ଗତୂଳୀ Read More »

Scroll to Top
Close Bitnami banner
Bitnami