rishi sunak, british pm, britain pm, england prime minister, rising odisha

ଜଣେ ଭାରତୀୟ ହୋଇ ପାରନ୍ତି ବ୍ରିଟେନର ପରବର୍ତ୍ତି ପ୍ରଧାନମନ୍ତ୍ରୀ, ଜାଣନ୍ତୁ ତାଙ୍କ ସହିତ ଆଉ କିଏ କିଏ ଅଛନ୍ତି ଦୌଡ଼ରେ

ବ୍ରିଟିସ ପ୍ରଧାନମନ୍ତ୍ରୀ ବୋରିସ ଜନସନ୍ ଇସ୍ତଫା ଦେଇ ସାରିଛନ୍ତି । ବ୍ରିଟେନରେ ରାଜନୈତିକ ସଂକଟ ମଧ୍ୟରେ କିଏ ଦେଶର ପରବର୍ତ୍ତି ପ୍ରଧାନମନ୍ତ୍ରୀ ହେବ ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ଚର୍ଚ୍ଚା ଭିତରକୁ ଆସିଛି ୬ ଜଣଙ୍କ ନାମ । ସେହି ୬ ନାମ ମଧ୍ୟରେ ଅଛି ଜଣେ ଭାରତୀୟଙ୍କ ନାମ । ଏହି ଭାରତୀୟ ହେଉଛନ୍ତି ଋଷି ସୁନକ । ଋଷି ସୁନକ ହେଉଛନ୍ତି ଇନଫୋସିସ୍ ପ୍ରତିଷ୍ଠାତା ନାରାୟଣ ମୁର୍ତ୍ତିଙ୍କ ଜ୍ୱାଇଁ । ଆସନ୍ତୁ …

ଜଣେ ଭାରତୀୟ ହୋଇ ପାରନ୍ତି ବ୍ରିଟେନର ପରବର୍ତ୍ତି ପ୍ରଧାନମନ୍ତ୍ରୀ, ଜାଣନ୍ତୁ ତାଙ୍କ ସହିତ ଆଉ କିଏ କିଏ ଅଛନ୍ତି ଦୌଡ଼ରେ Read More »